ଇନ୍‌ଷ୍ଟାଗ୍ରାମ୍‌ରେ ଚମକୁଛନ୍ତି ଚିକ୍‌ନୀ ଚମେଲୀ; ଛାଡୁଛନ୍ତି ହଟ୍ ଫଟୋ

ମୁମ୍ୱାଇ: ଚିକିନି ଚମେଲି କ୍ୟାଟ୍‌ଙ୍କ ଫ୍ୟାନ୍‌ ସଂଖ୍ୟା ସୋସିଆଲ୍‌ ମିଡିଆରେ ବଢିବାରେ ଲାଗିଛି।  ଇନ୍‌ଷ୍ଟାଗ୍ରାମ୍‌ ସହ କ୍ୟାଟ୍‌ ଯୋଡ଼ି ହେବା ପରେ ତାଙ୍କ ଫଟୋକୁ ନେଇ ପ୍ରତିଦିନ ହେଉଛି ଚର୍ଚ୍ଚା । କ୍ୟାଟ୍‌ଙ୍କ ଫ୍ୟାନ୍‌ମାନେ ତାଙ୍କୁ ହଟ୍‌ ରୂପରେ ଦେଖିବାକୁ ବେଶ୍‌ ପସନ୍ଦ କରୁଛନ୍ତି। ଫ୍ଲାଇଟ୍‌ରୁ ଡେଉଁଥିବା ଏକ ଫଟୋ କ୍ୟାଟ୍‌ ଏବେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ପ୍ରତିଥର ଭଳି ଗୋଲଡେନ୍‌ ଡ୍ରେସ୍‌ରେ କ୍ୟାଟ୍‌ ବେଶ୍‌ ସୁନ୍ଦର ଦେଖା ଯାଉଛନ୍ତି। ନିକଟରେ ପ୍ରସିଦ୍ଧ ଫେସନ୍‌ ଫଟୋଗ୍ରାଫର […]

katrina

Rakesh Mallick
  • Published: Monday, 01 May 2017
  • , Updated: 01 May 2017, 09:24 AM IST

ମୁମ୍ୱାଇ: ଚିକିନି ଚମେଲି କ୍ୟାଟ୍‌ଙ୍କ ଫ୍ୟାନ୍‌ ସଂଖ୍ୟା ସୋସିଆଲ୍‌ ମିଡିଆରେ ବଢିବାରେ ଲାଗିଛି।  ଇନ୍‌ଷ୍ଟାଗ୍ରାମ୍‌ ସହ କ୍ୟାଟ୍‌ ଯୋଡ଼ି ହେବା ପରେ ତାଙ୍କ ଫଟୋକୁ ନେଇ ପ୍ରତିଦିନ ହେଉଛି ଚର୍ଚ୍ଚା । କ୍ୟାଟ୍‌ଙ୍କ ଫ୍ୟାନ୍‌ମାନେ ତାଙ୍କୁ ହଟ୍‌ ରୂପରେ ଦେଖିବାକୁ ବେଶ୍‌ ପସନ୍ଦ କରୁଛନ୍ତି।

ଫ୍ଲାଇଟ୍‌ରୁ ଡେଉଁଥିବା ଏକ ଫଟୋ କ୍ୟାଟ୍‌ ଏବେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ପ୍ରତିଥର ଭଳି ଗୋଲଡେନ୍‌ ଡ୍ରେସ୍‌ରେ କ୍ୟାଟ୍‌ ବେଶ୍‌ ସୁନ୍ଦର ଦେଖା ଯାଉଛନ୍ତି।

ନିକଟରେ ପ୍ରସିଦ୍ଧ ଫେସନ୍‌ ଫଟୋଗ୍ରାଫର ମାରିଆ ଟୋଷ୍ଟିନୋଙ୍କ ଟାୱଲ୍‌ ସିରିଜ୍‌ ପାଇଁ କ୍ୟାଟ୍ରିନା  ଫଟୋ ସୁଟ୍‌ କରିଥିଲେ। ସେଇଥିରୁ ଏକ ଫଟୋ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ପୋଷ୍ଟ୍ କରିଛନ୍ତି। ଏଥିରେ ସେ ହଟ୍ ଓ ସେକ୍ସି ଦେଖାଯାଉଛନ୍ତି।  ଏହି ଫଟୋକୁ ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ବେଶ୍‌ ପସନ୍ଦ କରିଛନ୍ତି।

Related story