‘ଖଳନାୟକ ରିଟର୍ଣ୍ଣସ’ରେ ମୁଖ୍ୟ ଭୂମିକାରେ ନଜର ଆସିବେ ସଞ୍ଜୁବାବା

ମୁମ୍ବାଇ: ଭେଟେରାନ୍‌ ଫିଲ୍ମ ପ୍ରଯୋଜକ ସୁବାସ ଘାଇଙ୍କ ପ୍ରଯୋଜନାରେ ଚଳିତ ବର୍ଷ ଶେଷ ସୁଦ୍ଧା ସିନେମା ଘରକୁ ଆସିବ ୯୦ ଦଶକର ସୁପରହିଟ୍‌ ଫିଲ୍ମ ‘ଖଳନାୟକ’ର ସିକୁଏଲ। ଏହାର ନାଁ ରହିଛି ‘ଖଳନାୟକ ରିଟର୍ଣ୍ଣସ’। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ସଞ୍ଜୟ ଦତ୍ତ। ୧୯୯୩ ମସିହାର ଆକ୍ସନ ଥ୍ରିଲର ଫିଲ୍ମରେ ସଞ୍ଜୁବାବା ବଲ୍ଲୁ ବଲ୍‌ରାମ ଚିରିତ୍ରରେ ନଜର ଆସିଥିଲେ। ତାଙ୍କ ସହ ଏହି ଫିଲ୍ମରେ ମାଧୁରୀ ଦିକ୍ଷିତ ଓ ଜାକି ଶ୍ରଫ ରହିଥିଲେ। ଫିଲ୍ମ ପ୍ରଯୋଜକ […]

khalnayak

khalnayak

Rakesh Mallick
  • Published: Monday, 11 July 2016
  • Updated: 11 July 2016, 07:04 PM IST

Sports

Latest News

ମୁମ୍ବାଇ: ଭେଟେରାନ୍‌ ଫିଲ୍ମ ପ୍ରଯୋଜକ ସୁବାସ ଘାଇଙ୍କ ପ୍ରଯୋଜନାରେ ଚଳିତ ବର୍ଷ ଶେଷ ସୁଦ୍ଧା ସିନେମା ଘରକୁ ଆସିବ ୯୦ ଦଶକର ସୁପରହିଟ୍‌ ଫିଲ୍ମ ‘ଖଳନାୟକ’ର ସିକୁଏଲ। ଏହାର ନାଁ ରହିଛି ‘ଖଳନାୟକ ରିଟର୍ଣ୍ଣସ’। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ସଞ୍ଜୟ ଦତ୍ତ।

୧୯୯୩ ମସିହାର ଆକ୍ସନ ଥ୍ରିଲର ଫିଲ୍ମରେ ସଞ୍ଜୁବାବା ବଲ୍ଲୁ ବଲ୍‌ରାମ ଚିରିତ୍ରରେ ନଜର ଆସିଥିଲେ। ତାଙ୍କ ସହ ଏହି ଫିଲ୍ମରେ ମାଧୁରୀ ଦିକ୍ଷିତ ଓ ଜାକି ଶ୍ରଫ ରହିଥିଲେ।

ଫିଲ୍ମ ପ୍ରଯୋଜକ ସୁବାସ ଘାଇ କହିଛନ୍ତି,“ ‘ଖଳନାୟକ ରିଟର୍ଣ୍ଣସ’ରେ ମଧ୍ୟ ‘ବଲ୍ଲୁ ବଲ୍‌ରାମ’ ଭୂମିକାରେ ନଜର ଆସିବେ ସଞ୍ଜୟ ଦତ୍ତ, ଯିଏ କି ୨୦ ବର୍ଷ ଜେଲ୍‌ ରହି ସମାଜକୁ ଫେରୁଛି। ଏହି ଫିଲ୍ମର ସ୍କ୍ରିପ୍ଟି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ଶେଷ ହେବା ପରେ ଅନ୍ୟ ଚରିତ୍ର ମଧ୍ୟ ଘୋଷଣା କରଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story