ପୁଣି କିକ୍ ମାରିବେ ସଲମାନ୍

ମୁମ୍ବାଇ: ପୁଣି ଥରେ ବକ୍ସ ଅଫିସରେ ଧମାକା କରିବାକୁ ଆସୁଛି ‘କିକ୍’। ୨୦୧୪ ରେ ନିର୍ମିତ ସଲମାନଙ୍କ ସୁପରହିଟ ଫିଲ୍ମ ‘କିକ୍’ର ସିକ୍ୱେଲ ଆସୁଛି। ଏହାର ନିର୍ଦ୍ଦେଶନା ଦେବେ ସାଜିଦ ନାଦିଆଓ୍ୱାଲା। ଏଥିରେ ମଧ୍ୟ ଲିଡ୍ ରୋଲରେ ବଲିଉଡ ଟାଇଗର ‘ସଲମାନ୍ ଖାନ’ ନଜର ଆସିବେ। ତାଙ୍କ ବିପକ୍ଷରେ କେଉଁ ଅଭିନେତ୍ରୀ ରହିବେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ତେବେ ଦୀପିକା ଏଥିରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଛି। ଫିଲ୍ମ ‘କିକ୍’ ବ୍ଲକବଷ୍ଟର ହୋଇଥିଲା। […]

kick

kick

Rakesh Mallick
  • Published: Thursday, 08 February 2018
  • Updated: 08 February 2018, 05:08 PM IST

Sports

Latest News

ମୁମ୍ବାଇ: ପୁଣି ଥରେ ବକ୍ସ ଅଫିସରେ ଧମାକା କରିବାକୁ ଆସୁଛି ‘କିକ୍’। ୨୦୧୪ ରେ ନିର୍ମିତ ସଲମାନଙ୍କ ସୁପରହିଟ ଫିଲ୍ମ ‘କିକ୍’ର ସିକ୍ୱେଲ ଆସୁଛି। ଏହାର ନିର୍ଦ୍ଦେଶନା ଦେବେ ସାଜିଦ ନାଦିଆଓ୍ୱାଲା। ଏଥିରେ ମଧ୍ୟ ଲିଡ୍ ରୋଲରେ ବଲିଉଡ ଟାଇଗର ‘ସଲମାନ୍ ଖାନ’ ନଜର ଆସିବେ। ତାଙ୍କ ବିପକ୍ଷରେ କେଉଁ ଅଭିନେତ୍ରୀ ରହିବେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ତେବେ ଦୀପିକା ଏଥିରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଛି।

ଫିଲ୍ମ ‘କିକ୍’ ବ୍ଲକବଷ୍ଟର ହୋଇଥିଲା। ଏଥିରେ ସଲମାନଙ୍କ ସହ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମଧ୍ୟ ନଜର ଆସିଥିଲେ। ଫିଲ୍ମରେ ଥିଲା ଧମାକେଦାର ଆକ୍ସନ। ଏଥିରେ ସଲମାନ୍‌ ଡେଭିଲ୍‌ ଲୁକ୍‌ରେ ନଜର ଆସିଥିଲେ। ‘କିକ୍-୨’ର କାହାଣୀ ‘କିକ୍‌’ ଯେଉଁଠୁ ଶେଷ ହୋଇଥିଲା ସେହିଠାରୁ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି। କିକ୍-୨ରେ ସଲମାନ ଡବଲ୍ ରୋଲ୍‌ରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି।

ଫିଲ୍ମର ସୁଟିଂ ଚଳିତ ବର୍ଷ କୁନ୍‌ ମାସରେ ଆରମ୍ଭ ହେବ। ଫିଲ୍ମଟି ୨୦୧୯ରେ ବଡ଼ଦିନରେ ରିଲିଜ ହେବ। ତେବେ କିକ୍ ଭଳି କିକ୍-୨ ବକ୍ସଫିସରେ କମାଲ କରୁଛି କି ନାହିଁ ତାହା ଦେଖିବା ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story