ରାମ ରହିମଙ୍କ ପାଇଁ କିକୁ ଯାଇଥିଲେ ଜେଲ୍

ମୁମ୍ବାଇ: ଜଣେ ମହିଳ ଅନୁଗାମୀଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଡେରା ସଚ୍ଚା ସୌଦାର ମୁଖ୍ୟ ରାମ ରହିମ। ଏବେ ସେ ଜେଲ୍‌ରେ ଅଛନ୍ତି। ୨୮ ତାରିଖରେ ତାଙ୍କୁ ସଜ୍ଜା ଶୁଣାଇବେ କୋର୍ଟ। ତେବେ ଆପଣମାନେ ଜାଣିଛନ୍ତି ରାମ ରହିମଙ୍କ ପାଇଁ କମେଡିଆନ୍ କିକୁ ଶାରଦା ଜେଲ୍ ଯାଇଥିଲେ। ୨୦୧୬ରେ ଜାନୁଆରୀରେ କିକୁ କମେଡି ଶୋ ‘କମେଡି ନାଇଟ୍‌ସ ଉଇଥ୍‌ କପିଲ୍‌’ରେ ରାମରହିମଙ୍କ ଫିଲ୍ମର ସିନ୍‌ର ନକଲ କରିଥିବା ନେଇ ଅଭିଯୋଗ ହୋଇଥିଲା। ତାଙ୍କର ନକଲକୁ […]

Rakesh Mallick
  • Published: Saturday, 26 August 2017
  • Updated: 26 August 2017, 01:56 PM IST

Sports

Latest News

ମୁମ୍ବାଇ: ଜଣେ ମହିଳ ଅନୁଗାମୀଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଡେରା ସଚ୍ଚା ସୌଦାର ମୁଖ୍ୟ ରାମ ରହିମ। ଏବେ ସେ ଜେଲ୍‌ରେ ଅଛନ୍ତି। ୨୮ ତାରିଖରେ ତାଙ୍କୁ ସଜ୍ଜା ଶୁଣାଇବେ କୋର୍ଟ। ତେବେ ଆପଣମାନେ ଜାଣିଛନ୍ତି ରାମ ରହିମଙ୍କ ପାଇଁ କମେଡିଆନ୍ କିକୁ ଶାରଦା ଜେଲ୍ ଯାଇଥିଲେ।

୨୦୧୬ରେ ଜାନୁଆରୀରେ କିକୁ କମେଡି ଶୋ ‘କମେଡି ନାଇଟ୍‌ସ ଉଇଥ୍‌ କପିଲ୍‌’ରେ ରାମରହିମଙ୍କ ଫିଲ୍ମର ସିନ୍‌ର ନକଲ କରିଥିବା ନେଇ ଅଭିଯୋଗ ହୋଇଥିଲା। ତାଙ୍କର ନକଲକୁ ରାମରହିମଙ୍କ ସମର୍ଥକମାନେ ହଜମ କରିପାରି ନଥିଲେ। ଏହା ସେମାନଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି ବୋଲି ସମର୍ଥକମାନେ ଅଭିଯୋଗ କରିଥିଲେ। ସେମାନେ ଏନେଇ ପୋଲିସ୍‌ ଅଭିଯୋଗ ମଧ୍ୟ କରିଥିଲେ। ଏହା ପରେ କିକୁଙ୍କୁ କୈଥଳ ପୋଲିସ୍ ମୁମ୍ବାଇରୁ ଗିରଫ କରିଥିଲା। ତେବେ ସୋସିଆଲ୍ ମିଡିଆରେ ଅନେକ ବଡ଼ ଲୋକ ଏହି ଗିରଫଦାରୀକୁ ବିରୋଧ କରିଥିଲେ ଓ କିକୁଙ୍କ ସମର୍ଥନରେ ବାହାରିଥିଲେ।

ଡିସେମ୍ବର ୨୭ ତାରିଖରେ ପ୍ରସାରିତ ହୋଇଥିବା ଉକ୍ତ ଶୋ’ରେ ରାମ ରହିମଙ୍କ ଫିଲ୍ମ ‘ଏମ୍‌ଏସ୍‌ଜି-ଟୁ’ର କିଛି ସିନ୍‌କୁ ଏପଟସେପଟ କରି ଉପସ୍ଥାପିତ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story