ମହାଭାରତ ପଢୁଛନ୍ତି କିଙ୍ଗଖାନ୍‌: ରହସ୍ୟ ଅଛି କି

ମୁମ୍ବାଇ: ଶାହାରୁଖ ଖାନ୍‌ ତାଙ୍କ ଅପ୍‌କମିଂ ଫିଲ୍ମ ‘ଜବ୍ ହ୍ୟାରି ମେଟ୍‌ ସେଜଲ୍‌’ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ହେଲେ ଏହି ବ୍ୟସ୍ତବହୁଳ ଜୀବନରୁ କିଛି ସମୟ କାଢି ସେ ପଢୁଛନ୍ତି ମହାଭାରତ। ଗତକାଲି କିଙ୍ଗଖାନ୍‌ ଏ ବିଷୟରେ ନିଜେ ଖୁଲାସା କରିଛନ୍ତି। ତେବେ ସେ କାହିଁକି ମହାଭାରତ ପଢୁଛନ୍ତି ସେ ବିଷୟରେ ଖୁଲାସା କରି ନ ଥିଲେ ବି ମହାଭାରତ କାହଣୀ ଉପରେ ଆଧାରିତ ଏକ ଫିଲ୍ମ କରିବାକୁ ଯୋଜନାରେ ଥିବା ଶୁଣିବାକୁ ମିଳୁଛି। ସେଥିପାଇଁ […]

srk-reading

srk-reading

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 09:58 AM IST

Sports

Latest News

ମୁମ୍ବାଇ: ଶାହାରୁଖ ଖାନ୍‌ ତାଙ୍କ ଅପ୍‌କମିଂ ଫିଲ୍ମ ‘ଜବ୍ ହ୍ୟାରି ମେଟ୍‌ ସେଜଲ୍‌’ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ହେଲେ ଏହି ବ୍ୟସ୍ତବହୁଳ ଜୀବନରୁ କିଛି ସମୟ କାଢି ସେ ପଢୁଛନ୍ତି ମହାଭାରତ। ଗତକାଲି କିଙ୍ଗଖାନ୍‌ ଏ ବିଷୟରେ ନିଜେ ଖୁଲାସା କରିଛନ୍ତି। ତେବେ ସେ କାହିଁକି ମହାଭାରତ ପଢୁଛନ୍ତି ସେ ବିଷୟରେ ଖୁଲାସା କରି ନ ଥିଲେ ବି ମହାଭାରତ କାହଣୀ ଉପରେ ଆଧାରିତ ଏକ ଫିଲ୍ମ କରିବାକୁ ଯୋଜନାରେ ଥିବା ଶୁଣିବାକୁ ମିଳୁଛି। ସେଥିପାଇଁ ଦୀର୍ଘ ଦେଢବର୍ଷ ହେବ ସେ ମହାଭାରତ ପଢି ଆସୁଛନ୍ତି। ଗତକାଲି ମୁମ୍ବାଇରେ ଇଦ ପାଳନ ବେଳେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, ମହାଭାରତରେ ପଢୁଥିବା କାହାଣୀକୁ ମୁଁ ଅବରାମକୁ ନୂଆ ଢଙ୍ଗରେ ଶୁଣାଉଛି। ତାକୁ ମଧ୍ୟ ଏହି କାହାଣୀ ପସନ୍ଦ ଆସୁଛି। କେବଳ ମହାଭାରତ ନୁହେଁ, ଇସଲାମ ଧର୍ମର କାହାଣୀ ମଧ୍ୟ ଶୁଣାଉଛି। ଆଶା କରୁଛି ମୋ ପିଲା ସବୁ ଧର୍ମରୁ ଶିକ୍ଷା ଲାଭ କରିବେ ଓ ସବୁ ଧର୍ମକୁ ସମ୍ମାନ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story