ଜାଣନ୍ତୁ ଦିଶା ପାଟନୀଙ୍କୁ କେଉଁ କ୍ରିକେଟର୍‌ କରୁଛନ୍ତି ଲୁଚିଲୁଚି ପ୍ରେମ

ମୁମ୍ବାଇ: କ୍ରିକେଟରୁ କିଛି ଦିନ ଧରି ଦୂରେଇ ରହିଥିବା କେଏଲ୍‌ ରାହୁଲ ଶ୍ରୀଲଙ୍କା ସିରିଜ ପାଇଁ ଟିମ୍‌ରେ ସ୍ଥାନ ପାଇଛନ୍ତି। ଗତ ୪ମାସ ଧରି ଏହି ଓପନର୍‌ ବ୍ୟାଟ୍ସମ୍ୟାନ୍‌ ଆହତ କରାଣରୁ ଟିମ୍‌ରୁ ଦୂରେଇ ରହିଥିଲେ। ଗତ ଫେବୃଆରିରେ ଅଷ୍ଟ୍ରେଲିଆ ସହ ଖେଳିବା ସମୟରେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା ଫଳରେ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ କହିଥିଲେ। କିନ୍ତୁ ଶ୍ରୀଲଙ୍କା ଯିବା ପୂର୍ବରୁ ରାହୁଲଙ୍କ ସହ ହୋଇଥିବା ସାକ୍ଷାତକାରରେ ସେ ଅନେକ ରୋଚକ କଥା ଖୋଲିକି […]

kl rahul

Rakesh Mallick
  • Published: Sunday, 16 July 2017
  • , Updated: 16 July 2017, 04:31 PM IST

ମୁମ୍ବାଇ: କ୍ରିକେଟରୁ କିଛି ଦିନ ଧରି ଦୂରେଇ ରହିଥିବା କେଏଲ୍‌ ରାହୁଲ ଶ୍ରୀଲଙ୍କା ସିରିଜ ପାଇଁ ଟିମ୍‌ରେ ସ୍ଥାନ ପାଇଛନ୍ତି। ଗତ ୪ମାସ ଧରି ଏହି ଓପନର୍‌ ବ୍ୟାଟ୍ସମ୍ୟାନ୍‌ ଆହତ କରାଣରୁ ଟିମ୍‌ରୁ ଦୂରେଇ ରହିଥିଲେ। ଗତ ଫେବୃଆରିରେ ଅଷ୍ଟ୍ରେଲିଆ ସହ ଖେଳିବା ସମୟରେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା ଫଳରେ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ କହିଥିଲେ। କିନ୍ତୁ ଶ୍ରୀଲଙ୍କା ଯିବା ପୂର୍ବରୁ ରାହୁଲଙ୍କ ସହ ହୋଇଥିବା ସାକ୍ଷାତକାରରେ ସେ ଅନେକ ରୋଚକ କଥା ଖୋଲିକି କହିଛନ୍ତି। ଯେତବେଳେ ତାଙ୍କୁ ତାଙ୍କର ସିକ୍ରେଟ କ୍ରସ ବିଷୟରେ ପ୍ରଶ୍ନ କରାଗଲା ସେ ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ନାଁ କହିଥିଲେ। ଏଥିସହ  କ୍ରିକେଟ ଟିମରେ ତାଙ୍କର ଭଲ ବନ୍ଧୁ ଭିତରେ ସେ ବିରାଟ କୋହଲି ଓ ମୁରଲି ବିଜୟଙ୍କ ନାଁ ନେଇଥିଲେ। ରାହୁଲଙ୍କୁ ତାଙ୍କ ଆଦର୍ଶ ବିଷୟରେ ପଚାରିବାରୁ ସେ ଦକ୍ଷିଣ ଆଫ୍ରିକା ଖେଳାଲି ଏବି ଡିବିଲିଅର୍ସଙ୍କ ନାଁ କହିଥିଲେ।

Related story