କେଉଁ ବଲିଉଡ୍ ସୁନ୍ଦରୀ କେତେ ପାଠୋଈ

ବଲିଉଡର ନାୟିକାମାନେ ରାଜ କରୁଛନ୍ତି ସମସ୍ତଙ୍କ ହୃଦୟରେ। ସିନେ ଜଗତରେ ହଇଚଇ ସୃଷ୍ଟି କରୁଛନ୍ତି ଏମାନେ। ଆଜିର ଯୁବତୀମାନେ ବଲିଉଡର ନାୟିକାମାନଙ୍କୁ ଅନୁକରଣ କରିବାକୁ ବି ପଛାଉନାହାଁନ୍ତି। ଏପରିକି ସେମାନଙ୍କୁ ନିଜର ଆଇଡଲ୍ ବା ରୋଲମଡେଲ୍ ମଧ୍ୟ ବନାଇ ଦିଅନ୍ତି।  ନିଜ ଅଭିନୟରେ ତ ଏମାନେ ବେସ୍ ପାରଙ୍ଗମ, ହେଲେ ପାଠ ପଢାରେ ଏମାନେ କେତେ ଆଗୁଆ ଆପଣ ଜାଣନ୍ତି କି? ଆସନ୍ତୁ ଜାଣିବା ବଲିଉଡ ସୁନ୍ଦରୀମାନଙ୍କ ମଧ୍ୟରେ କିଏ କେତେ ପାଠୋଈ। କାଜୋଲ୍: କାଜୋଲଙ୍କୁ ବଲିଉଡର […]

heroine

heroine

Rakesh Mallick
  • Published: Thursday, 20 July 2017
  • Updated: 20 July 2017, 01:52 PM IST

Sports

Latest News

ବଲିଉଡର ନାୟିକାମାନେ ରାଜ କରୁଛନ୍ତି ସମସ୍ତଙ୍କ ହୃଦୟରେ। ସିନେ ଜଗତରେ ହଇଚଇ ସୃଷ୍ଟି କରୁଛନ୍ତି ଏମାନେ। ଆଜିର ଯୁବତୀମାନେ ବଲିଉଡର ନାୟିକାମାନଙ୍କୁ ଅନୁକରଣ କରିବାକୁ ବି ପଛାଉନାହାଁନ୍ତି। ଏପରିକି ସେମାନଙ୍କୁ ନିଜର ଆଇଡଲ୍ ବା ରୋଲମଡେଲ୍ ମଧ୍ୟ ବନାଇ ଦିଅନ୍ତି।  ନିଜ ଅଭିନୟରେ ତ ଏମାନେ ବେସ୍ ପାରଙ୍ଗମ, ହେଲେ ପାଠ ପଢାରେ ଏମାନେ କେତେ ଆଗୁଆ ଆପଣ ଜାଣନ୍ତି କି? ଆସନ୍ତୁ ଜାଣିବା ବଲିଉଡ ସୁନ୍ଦରୀମାନଙ୍କ ମଧ୍ୟରେ କିଏ କେତେ ପାଠୋଈ।

କାଜୋଲ୍: କାଜୋଲଙ୍କୁ ବଲିଉଡର ଜଣେ ଟ୍ୟାଲେଣ୍ଟେଡ୍‌ ହିରୋଇନ ବୋଲି କୁହାଯାଏ। ସେ ଦେଇଛନ୍ତି ଅନେକ ହିଟ୍ ଫିଲ୍ମ।  ହେଲେ କାଜଲ ନିଜର ସ୍କୁଲ କ୍ୟାରିୟର ମଧ୍ୟ ପୂରା କରିନାହାଁନ୍ତି। ସେ ସେଣ୍ଟ ଜୋସେଫ୍ କନଭେଣ୍ଟ୍ ସ୍କୁଲରେ ପାଠ ପଢୁଥିଲେ। ହେଲେ ବଲିଉଡରେ ଏଣ୍ଟ୍ରି କରିବାରୁ ତାଙ୍କୁ ଅଧାରୁ ପାଠପଢା ଛାଡିବାକୁ ପଡିଥିଲା। ୧୭ ବର୍ଷ  ବୟସରେ ସେ ଫିଲ୍ମ ଲାଇନ୍‌ରେ ପାଦ ଥାପିଥିଲେ। ୧୯୯୨ରେ ତାଙ୍କର ପ୍ରଥମ ଫିଲ୍ମ ଆସିଥିଲା ଯାହାର ନାଁ ଥିଲା ‘ବେଖୁଦି’।

କରିନା କପୁର: କରିନା ୨୦ ବର୍ଷ ବୟସରେ ବଲିଉଡରେ ପାଦ ଥାପିଥିଲେ। ସେ ସ୍କୁଲ କ୍ୟାରିୟର ପୂରା କରିବା ପରେ ମିଠିଭାଇ କଲେଜରେ କମର୍ସ୍ ପଢୁଥିଲେ। ପରେ ସରକାରୀ ଲ’ କଲେଜରେ ନାମ ଲେଖାଇ ଥିଲେ। ହେଲେ ବଲିଉଡରେ ଏଣ୍ଚ୍ରି କରିବା ପରେ ତାଙ୍କର ବି ପାଠପଢ଼ା ଅଧାରୁ ବନ୍ଦ ହୋଇଗଲା।

ଶ୍ରୀଦେବୀ: ଶ୍ରୀଦେବୀ ଶିଶୁ କଳାକାର ଭାବେ ବଲିଉଡରେ ପ୍ରବେଶ କରିଥିଲେ। ନିଜ ଅଭିନୟରେ ସେ ସମସ୍ତଙ୍କ ମନ ଜିଣି ନେଇଥିଲେ। ତାଙ୍କୁ ବିଶେଷ ସମୟ ମିଳି ନ ଥିଲା ନିଜର ପାଠ ପଢ଼ା ପୂରା କରିବା ପାଇଁ। କଷ୍ଟେମଷ୍ଟେ ଦଶମ ଶ୍ରେଣୀ ପାସ୍ କରିଥିଲେ ସେ।

କରିସ୍ମା କପୁର: ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ କରିସ୍ମା ସ୍କୁଲ୍‌ ପାଠପଢ଼ା ମଧ୍ୟ ଶେଷ କରିପାରି ନାହାନ୍ତି।  ସେ ମାତ୍ର ଷଷ୍ଠ ଶ୍ରେଣୀ ଯାଏଁ ପଢିଛନ୍ତି। ୧୬ ବର୍ଷ ବୟସରେ ସେ ଫିଲ୍ମ ଲାଇନକୁ ଆସିଥିଲେ।

ଐଶ୍ୱର୍ଯ୍ୟା ରାୟ: ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ହେଉଛନ୍ତି ସମସ୍ତଙ୍କ ସ୍ୱପ୍ନର ନାୟିକା! ସେ ବି ଅଧାରୁ ପାଠ ଛାଡ଼ିଛନ୍ତି। ସ୍କୁଲ୍ ପରେ ସେ ଜୟ ହିନ୍ଦ୍ କଲେଜରେ ନାମ ଲେଖାଇଥିଲେ। ତେବେ ଗୋଟିଏ ବର୍ଷ ପରେ ସେ କଲେଜ ଛାଡି ଦେଇଥିଲେ। ପରେ ଆରକିଟେକ୍ଚର୍ ପଢିବାକୁ ସ୍ଥିର କରିଥିଲେ। ହେଲେ ତାକୁ ବି ପୂରା କରିପାରିଲେ ନାହିଁ। କାରଣ ତାଙ୍କର ରୁଚି ରହିଥିଲା ମଡେଲିଂ ଦୁନିଆରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story