ପେସାରେ ଅଭିନେତା, କିନ୍ତୁ ଫିଲ୍ମ ଦେଖିବାକୁ ପସନ୍ଦ କରୁ ନଥିଲେ

ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ‘ଜାନୀ’ ନାଁରେ ମଧ୍ୟ ପରିଚିତ। ତାଙ୍କର ଡାଏଲଗ୍‌ ତାଙ୍କୁ ଦେଇଥିଲା ଏକ ବିଶେଷ ପରିଚିତ। ସିନେ ପ୍ରେମୀମାନେ ତାଙ୍କ କଥା କହିବା ଷ୍ଟାଇଲ ଓ ତାଙ୍କ ଭଏସ୍‌କୁ ଆଜି ଯାଏଁ ଭୁଲି ନଥିବେ! ସେ ହେଉଛନ୍ତି ରାଜ କୁମାର। ପାଖାପାଖି ୬୦ ଟି ଫିଲ୍ମରେ ସେ ଅଭିନୟ କରିଥିଲେ। ଆଜି ଜାଣିବା ଏହି ମହାନ କଳାକାରଙ୍କ ସଂପର୍କରେ କିଛି କଥା। – ରାଜ କୁମାର ୧୯୨୬ ମସିହା ଅକ୍ଟୋବର ୮ରେ ବେଲୁଚିସ୍ତାନ (ପାକିସ୍ତାନ)ରେ […]

rajkumarcopy

rajkumarcopy

Ordigital Desk
  • Published: Tuesday, 19 December 2017
  • Updated: 19 December 2017, 01:11 PM IST

ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ‘ଜାନୀ’ ନାଁରେ ମଧ୍ୟ ପରିଚିତ। ତାଙ୍କର ଡାଏଲଗ୍‌ ତାଙ୍କୁ ଦେଇଥିଲା ଏକ ବିଶେଷ ପରିଚିତ। ସିନେ ପ୍ରେମୀମାନେ ତାଙ୍କ କଥା କହିବା ଷ୍ଟାଇଲ ଓ ତାଙ୍କ ଭଏସ୍‌କୁ ଆଜି ଯାଏଁ ଭୁଲି ନଥିବେ! ସେ ହେଉଛନ୍ତି ରାଜ କୁମାର। ପାଖାପାଖି ୬୦ ଟି ଫିଲ୍ମରେ ସେ ଅଭିନୟ କରିଥିଲେ। ଆଜି ଜାଣିବା ଏହି ମହାନ କଳାକାରଙ୍କ ସଂପର୍କରେ କିଛି କଥା।

- ରାଜ କୁମାର ୧୯୨୬ ମସିହା ଅକ୍ଟୋବର ୮ରେ ବେଲୁଚିସ୍ତାନ (ପାକିସ୍ତାନ)ରେ ଏକ କାଶ୍ମୀରୀ ପଣ୍ଡିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ।

- ରାଜ କୁମାରଙ୍କ ପ୍ରକୃତ ନାଁ କୁଳ ଭୂଷଣ ପଣ୍ଡିତ। ଶ୍ରଦ୍ଧାରେ ଲୋକେ ତାଙ୍କୁ ‘ଜାନୀ’ ବୋଲି ଡାକୁଥିଲେ।

- ରାଜ କୁମାର ୧୯୪୦ରେ ମୁମ୍ବାଇ ଆସିଥିଲେ। ସେଠାରେ ସେ ପୋଲିସ୍‌ ସବ୍‌ ଇନ୍‌ସ୍‌ପେକ୍ଟର ଭାବେ କାମ କରିଥିଲେ।

- ରାଜକୁମାର ଜେନିଫରଙ୍କୁ ବିବାହ କରିଥିଲେ। ବିବାହ ପରେ ଜେନିଫର ନିଜ ନାଁ ବଦଳାଇ ଗାୟତ୍ରୀ ରଖିଥିଲେ। ଜେନିଫର ପେସାରେ ଜଣେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ। ତାଙ୍କର ୨ଟି ପୁଅ ଓ ଗୋଟିଏ ଝିଅ। ପୁଅ ପୁରୁ ରାଜକୁମାର ଓ ପାଣିନୀ ରାଜ କୁମାରଙ୍କୁ ଆପଣମାନେ ଜାଣିଥିବେ।

- ୧୯୫୨ରେ ରାଜ କୁମାର ଫିଲ୍ମରେ ଏଣ୍ଟ୍ରି କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ରଙ୍ଗୀଲି’। ଏହା ପରେ ‘ଅବସର’, ‘ଘମଣ୍ଡ’ ଓ ‘ଲାଖୋ ମେଁ ଏକ’ ଭଳି ଫିଲ୍ମ କରିଥିଲେ। କିନ୍ତୁ ୧୯୫୭ରେ ଆସିଥିବା ଫିଲ୍ମ ‘ନୈଶୋରୱାନ-ଏ-ଆଦିଲ’ ଫିଲ୍ମ ପାଇଁ ତାଙ୍କୁ ଖୁବ୍‌ ଲୋକପ୍ରିୟତା ମିଳିଥିଲା।

- ରାଜ କୁମାରଙ୍କ ଫିଲ୍ମ ‘ମଦର ଇଣ୍ଡିଆ’ ସମସ୍ତଙ୍କ ମନକୁ ଛୁଇଁଥିଲା। ସେଥିରେ  ସେ ଅଭିନେତ୍ରୀ ନର୍ଗୀସଙ୍କ ବିପକ୍ଷରେ ନଜର ଆସିଥିଲେ।

raj2- ରାଜକୁମାର ୧୯୬୭ ରେ ଫିଲ୍ମ‘ ହମରାଜ’ ଓ ୧୯୬୮ରେ ‘ନୀଲକମଲ’ ଫିଲ୍ମରେ ଅଭିନୟ କରିଥିଲେ।

- ଫିଲ୍ମ ଲାଇନ୍‌କୁ ଆସିବା ପୂର୍ବରୁ ରାଜ କୁମାରଙ୍କୁ ଫିଲ୍ମ ଦେଖିବାକୁ ଆଦୌ ଭଲ ଲାଗୁ ନଥିଲା। ଅଭିନେତା ହେବା ପରେ ମଧ୍ୟ ଫିଲ୍ମ ଦେଖିବାକୁ ସେ ପସନ୍ଦ କରୁ ନଥିଲେ।

-  ତାଙ୍କର  ପ୍ରସିଦ୍ଧ ଫିଲ୍ମ ମଧ୍ୟରେ ରହିଛି  ‘ପାକିଜା’, ‘ୱକ୍ତ’, ଓ ‘ସୌଦାଗର’। ସେ ଦିଲୀପ କୁମାରଙ୍କ ସହ ଫିଲ୍ମ ‘ସୌଦାଗର’ କରିଥିଲେ। କିନ୍ତୁ ଖବର ମୁତାବକ ସୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ବେଶି କଥା ବାର୍ତ୍ତା ହେଉ ନଥିଲା।

- ଥ୍ରୋଟ୍ କ୍ୟାନ୍‌ସର(ଗଳା କର୍କଟ) ହେବା କାରଣରୁ ୧୯୯୬ ମସିହା ଜୁଲାଇ ୩ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା।  ସେତେବେଳେ ତାଙ୍କୁ ୬୯ ବର୍ଷ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story