ପରଦାରେ କୃଷ୍ଣ

ଆଜି ଜନ୍ମାଷ୍ଟମୀ। ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମଦିନ। କୃଷ୍ଣଙ୍କର ଅନେକ ଲୀଳା ଆମେ ପୁରାଣରେ ପଢିଛନ୍ତି। ପରଦାରେ ମଧ୍ୟ କୃଷ୍ଣଙ୍କ ସ୍ୱରୂପ ଦର୍ଶନ କରିଛନ୍ତି। ଶ୍ରୀକୃଷ୍ଣଙ୍କ କଥା କହିଲେ ଆମ ଆଖି ସାମ୍ନାରେ ଭାସିଆସେ ଟିଭି ପରଦାରେ କୃଷ୍ଣ ଭୂମିକାରେ ଅଭିନୟ କରି ଖୁବ ସଫଳତା ସାଉଁଟି ଥିବା କିଛି କଳାକାର। ଆଜି ଜନ୍ମାଷ୍ଟମୀ ଅବସରରେ ଆସନ୍ତୁ ଜାଣିବା ପରଦାରେ କୃଷ୍ଣ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା କିଛି କଳାକାରଙ୍କ ସମ୍ପର୍କରେ। ନୀତୀଶ ଭରଦ୍ୱାଜ: ବି.ଆର. […]

krishna

krishna

Rakesh Mallick
  • Published: Monday, 14 August 2017
  • Updated: 14 August 2017, 08:33 PM IST

Sports

Latest News

ଆଜି ଜନ୍ମାଷ୍ଟମୀ। ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମଦିନ। କୃଷ୍ଣଙ୍କର ଅନେକ ଲୀଳା ଆମେ ପୁରାଣରେ ପଢିଛନ୍ତି। ପରଦାରେ ମଧ୍ୟ କୃଷ୍ଣଙ୍କ ସ୍ୱରୂପ ଦର୍ଶନ କରିଛନ୍ତି। ଶ୍ରୀକୃଷ୍ଣଙ୍କ କଥା କହିଲେ ଆମ ଆଖି ସାମ୍ନାରେ ଭାସିଆସେ ଟିଭି ପରଦାରେ କୃଷ୍ଣ ଭୂମିକାରେ ଅଭିନୟ କରି ଖୁବ ସଫଳତା ସାଉଁଟି ଥିବା କିଛି କଳାକାର। ଆଜି ଜନ୍ମାଷ୍ଟମୀ ଅବସରରେ ଆସନ୍ତୁ ଜାଣିବା ପରଦାରେ କୃଷ୍ଣ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା କିଛି କଳାକାରଙ୍କ ସମ୍ପର୍କରେ।

ନୀତୀଶ ଭରଦ୍ୱାଜ: ବି.ଆର. ଚୋପ୍ରାଙ୍କ ପୌରାଣିକ ଟେଲିଭିଜନ ଧାରାବାହିକ ମହାଭାରତକୁ କିଏ ବା ଭୁଲିବ।ଏଥିରେ ପ୍ରଥମେ କୃଷ୍ଣ ଭୂମିକାରେ ଅଭିନୟ କରିଥିଲେ ନୀତୀଶ ଭରଦ୍ୱାଜ। ସେ ଏତେ ଲୋକପ୍ରିୟ ହୋଇଯାଇଥିଲେ ଯେ, ସେ ଯାଇଥିବା କିଛି ସ୍ଥାନରେ ଲୋକେ ତାଙ୍କୁ ପୂଜା କରୁଥିଲେ। ସିଏ ଯେଉଁଠି ଯାଆନ୍ତି ଲୋକମାନେ ତାଙ୍କ ପାଦ ଛୁଇଁ ପ୍ରଣାମ କରନ୍ତି। ଅଭିନୟ ଛଡା ନୀତୀଶ ଜଣେ ପଶୁରୋଗ ସର୍ଜନ। ନୀତୀଶଙ୍କୁ ଅଭିନୟ ନିଶା ଏତେ ଘାରିଥିଲେ ଯେ, ସେ ଚାକିରି ଛାଡି ଅଭିନୟକୁ ଅପଣାଇ ନେଇଥିଲେ।

ସ୍ୱପ୍ନୀଲ ଯୋଶୀ: ପୂର୍ବରୁ ବହୁତ କମ ଲୋକଙ୍କ ଘରେ ଟିଭି ଥିଲା। ହେଲେ ଯେତେବେଳେ ରାମାନନ୍ଦ ସାଗରଙ୍କ ‘କିଷ୍ଣା’ ଆରମ୍ଭ ହେଉଥିଲା ଘରେ ଲାଗିଯାଉଥିଲା ପଡ଼ୋଶୀଙ୍କ ଭିଡ। ସେଥିରେ କୃଷ୍ଣଙ୍କର ଲିଳା ଦେଖିବା ପାଇଁ ଦର୍ଶକ ବେଶ ଅଗ୍ରହି ଥିଲେ। ଏହି ଧାରିବାହିକରେ କୃଷ୍ଣ ଭୂମିକାରେ ଅଭିନୟ କରିଥିଲେ ସ୍ୱପ୍ନୀଲ ଯୋଶୀ। ସ୍ୱପ୍ନୀଲଙ୍କ ଅଭିନୟ ସାଙ୍ଗକୁ ଆକର୍ଷଣୀୟ ମୁଖ ଦର୍ଶକଙ୍କୁ ବାନ୍ଧି ରଖୁଥିଲା। ମାତ୍ର ୯ ବର୍ଷ ବୟସରେ ସେ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ। ବାସ୍ତବ ଜୀବନରେ ସ୍ୱପ୍ନୀଲ ଜଣେ ଓକିଲ। ସ୍ୱପ୍ନୀଲ ଅନେକ ମରାଠୀ ଫିଲ୍ମ କରିବା ସହିତ ହିନ୍ଦୀ ଫିଲ୍ମ ବି କାମ କରିଛନ୍ତି।

ଧ୍ରୀତି ଭାଟିଆ: ଟିଭି ଧାରାବାହିକ ‘ଜୟ ଶ୍ରୀକିୃଷ୍ଣା’ରେ  ସବୁଠାରୁ କୁନି ଗୁଲଗୁଲିଆ କ୍ରିଷ୍ଣା ଭୂମିକାରେ ଅଭିନୟ କରି ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତିଥିବା କଳାକାର ହେଉଛନ୍ତି ଧ୍ରୀତି ଭାଟିଆ। ମାତ୍ର ଦୁଇ ବର୍ଷ ବୟସରେ ସେ କିୃଷ୍ଣା ଭୂମିକାରେ ଅଭିନୟ କରିଥିଲେ। ଧ୍ରୀତି ପ୍ରକୃତରେ ଜଣ ଝିଅ। କିନ୍ତୁ ଏହି ଚରିତ୍ରରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇଥିଲେ। ଏହାଛଡା ଧ୍ରୀତି ଏକାଧିକ ଧାରିବାହିକରେ ଅଭିନୟ କରିଛନ୍ତି। ‘ଇସ ପ୍ୟାରା କୋ କ୍ୟା ନାମ ଦୁଁ’ରେ ମଧ୍ୟ ତାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି।

ସୌରଭ ରାଜ ଜୈନ୍: ୨୦୧୩ରେ ନୂଆ କରି ନିର୍ମାଣ ହୋଇଥିବା  ଧାରାବାହିକ ‘ମହାଭାରତ’ରେ କୃଷ୍ଣ ଭୂମିକାରେ ଅଭିନୟ କରିଥିଲେ ସୌରଭ। ଦର୍ଶକ ତାଙ୍କୁ ସବୁଠାରୁ ସୁନ୍ଦର ହ୍ୟାଣ୍ଡସମ୍ କିୃଷ୍ଣା ବୋଲି କହୁଥିଲେ। ତାଙ୍କର ସୁଲଳିତ ସ୍ୱର ତାଙ୍କ ଚରିତ୍ରକୁ ସୁହାଉଥିଲା। ସୌରଭ ଅନେକ ଧାରାବାହିକ ସହ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ଜଣେ ଫୁଟବଲ ଖେଳାଳି।

ସର୍ବଦମନ ଡି ବାନାର୍ଜୀ: ୧୯୯୩ରେ ନିର୍ମିତ ରାମାନନ୍ଦ ସାଗରଙ୍କ ଧାରାବାହିକ ‘କିୃଷ୍ଣା’ରେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରି ଲୋକୋପ୍ରିୟତା ସାଉଁଟି ଥିଲେ ସର୍ବଦମନ ଡି ବାନାର୍ଜୀ। ଏଥିରେ ତାଙ୍କର ବଳିଷ୍ଠ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା ଟିଭି ପରଦାରେ। ସର୍ବଦମନ ଅନେକ ଫିଲ୍ମ ସହ ଧାରାବହିକିରେ ଅଭିନୟ କରି ସମ୍ମାନିତ ହୋଇଛନ୍ତି। ବର୍ତ୍ତମାନ ଏହି କଳାକାର ସବୁକିଛି ଛାଡି ଉତ୍ତରାଖଣ୍ଡରେ ଅନାଥ ପିଲାଙ୍କୁ ଫ୍ରି’ରେ ଯୋଗ ଶିକ୍ଷା ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story