‘କୁଙ୍ଗ୍‌ ଫୁ ୟୋଗା’ର ରୋଜଗାର ୯୪୩ କୋଟି

ମୁମ୍ବାଇ: ଚାଇନିଜ୍‌ ସୁପରଷ୍ଟାର ଜ୍ୟାକି ଚ୍ୟାନ୍‌ ଓ ବଲିଉଡ ଅଭିନେତା ସୋନୁ ସୁଦ୍‌ଙ୍କ ଫିଲ୍ମ ‘କୁଙ୍ଗ୍‌ ଫୁ ୟୋଗା’ ରୋଜଗାର ନୂଆ ରେକର୍ଡ କରିଛି। ଚାଇନା ଫିଲ୍ମ ଖବର ଅନୁଯାୟୀ ଫିଲ୍ମଟି ଚାଇନିଜ ବକ୍ସ ଅଫିସରେ ଫେବୃଆରୀ ୫ ସୁଦ୍ଧା ୯୪୩ କୋଟି ଟଙ୍କା ରୋଜଗାର କରିଛି। ଏହି ଫିଲ୍ମ ଚୀନ୍‌ରେ ଜାନୁଆରୀ ୨୮ ଓ ଭାରତରେ ୩ ଫେବୃଆରୀରେ ରିଲିଜ ହୋଇଥିଲା। ଫିଲ୍ମରେ ଜ୍ୟାକି ଚାନ୍‌ଙ୍କ ସହିତ ସୋନୁ ସୁଦ୍‌, ଅମାୟାର ଦସ୍ତୁର, ଦିଶା ପଟାନି […]

kung-fu

Rakesh Mallick
  • Published: Wednesday, 08 February 2017
  • , Updated: 08 February 2017, 05:02 PM IST

ମୁମ୍ବାଇ: ଚାଇନିଜ୍‌ ସୁପରଷ୍ଟାର ଜ୍ୟାକି ଚ୍ୟାନ୍‌ ଓ ବଲିଉଡ ଅଭିନେତା ସୋନୁ ସୁଦ୍‌ଙ୍କ ଫିଲ୍ମ ‘କୁଙ୍ଗ୍‌ ଫୁ ୟୋଗା’ ରୋଜଗାର ନୂଆ ରେକର୍ଡ କରିଛି। ଚାଇନା ଫିଲ୍ମ ଖବର ଅନୁଯାୟୀ ଫିଲ୍ମଟି ଚାଇନିଜ ବକ୍ସ ଅଫିସରେ ଫେବୃଆରୀ ୫ ସୁଦ୍ଧା ୯୪୩ କୋଟି ଟଙ୍କା ରୋଜଗାର କରିଛି।

ଏହି ଫିଲ୍ମ ଚୀନ୍‌ରେ ଜାନୁଆରୀ ୨୮ ଓ ଭାରତରେ ୩ ଫେବୃଆରୀରେ ରିଲିଜ ହୋଇଥିଲା।

ଫିଲ୍ମରେ ଜ୍ୟାକି ଚାନ୍‌ଙ୍କ ସହିତ ସୋନୁ ସୁଦ୍‌, ଅମାୟାର ଦସ୍ତୁର, ଦିଶା ପଟାନି ବି ରହିଛନ୍ତି। ଏଥିରେ ଆକ୍ସନ ଆଡଭେଞ୍ଚର କମେଡି ଫିଲ୍ମ ଅଟେ।

Related story