‘ଲୈଲା ମେ ଲୈଲା’ ଗୀତରେ ହେଲା ନୋଟ ବର୍ଷା

ମୁମ୍ବାଇ: ରିଲିଜର ଓପନିଂ ଡେରେ ‘ରଇସ୍‌’ ବକ୍ସ ଅଫିସ୍‌ରେ ଧମାଲ ମଚାଇଛି। ଖାସ୍‌ କରି ଫିଲ୍ମରେ ‘ଲୈଲା ମେ ଲୈଲା’ ଗୀତକୁ ବେଶ ପ୍ରଶଂସା ମିଳୁଛି। ଏପରିକି କରନୁଲର ଏକ ହଲ୍‌ରେ ଏହି ଗୀତରେ ଦର୍ଶକ ଏତେ ଉତ୍ସାହିତ ହୋଇ ପଡିଥିଲେ ଯେ ଥିଏଟର ସ୍କ୍ରିନ୍‌ ଉପରକୁ ଟଙ୍କା ବର୍ଷା କରିଥିଲେ। ଏହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ‘ଲୈଲା ମେ ଲୈଲା’ ଗୀତଟିରେ ସନି ଲିଓନିଙ୍କ ସୁନ୍ଦର ଡ୍ୟାନ୍ସ ଦେଖିବାକୁ ମିଳିଛି। […]

lela-o-lela

Rakesh Mallick
  • Published: Thursday, 26 January 2017
  • , Updated: 26 January 2017, 03:26 PM IST

ମୁମ୍ବାଇ: ରିଲିଜର ଓପନିଂ ଡେରେ ‘ରଇସ୍‌’ ବକ୍ସ ଅଫିସ୍‌ରେ ଧମାଲ ମଚାଇଛି। ଖାସ୍‌ କରି ଫିଲ୍ମରେ ‘ଲୈଲା ମେ ଲୈଲା’ ଗୀତକୁ ବେଶ ପ୍ରଶଂସା ମିଳୁଛି। ଏପରିକି କରନୁଲର ଏକ ହଲ୍‌ରେ ଏହି ଗୀତରେ ଦର୍ଶକ ଏତେ ଉତ୍ସାହିତ ହୋଇ ପଡିଥିଲେ ଯେ ଥିଏଟର ସ୍କ୍ରିନ୍‌ ଉପରକୁ ଟଙ୍କା ବର୍ଷା କରିଥିଲେ। ଏହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

‘ଲୈଲା ମେ ଲୈଲା’ ଗୀତଟିରେ ସନି ଲିଓନିଙ୍କ ସୁନ୍ଦର ଡ୍ୟାନ୍ସ ଦେଖିବାକୁ ମିଳିଛି। ଶାହାରୁଖଙ୍କ ‘ରଇସ’ ଗତକାଲି ହ୍ରିତିକ୍‌ଙ୍କ ‘କାବୀଲ’ ସହ ରିଲିଜ ହୋଇଥିଲା।

Related story