ଲିଟଲ୍‌ ମିସ୍ ୱାର୍ଲଡ ରନର୍ସପ ହେଲେ ଓଡିଆ ଝିଅ ମାୟିରା ମୁନି

ବୁଲଗେରିଆରେ ଚାଲିଥିବା ଗାଲାକ୍ସି ଲିଟଲ୍‌ ମିସ ୱାର୍ଲଡ ପ୍ରତିଯୋଗିତାରେ ରନର୍ସପ ହୋଇଛନ୍ତି ଓଡିଆ ଝିଅ ମାୟିରା ମୁନି । ପ୍ରତିଯୋଗିତାର ଫାଇନାଲରେ ଜର୍ଜିଆ,ଗ୍ରାଣ୍ଡ ପ୍ରିକ୍‌ସ ପାଇଥିବା ବେଳେ ମିସ୍‌ ଲିଟିଲ୍‌ ଗାଲାକ୍ସି ଫ୍ୟାସନ୍‌ ଷ୍ଟାର ଆୱାର୍ଡ୍‌ ପାଇଛନ୍ତି କୁନି ଝିଅ ମାୟିରା । ୫ବର୍ଷର ଝିଅ ମାୟିରାର ସଫଳତା ପାଇଁ ତାଙ୍କ ବାପା ଓ ମାଙ୍କ ସହ ଓଡିଶାବାସୀ ମଧ୍ୟ ଖୁସି ଜାହିର୍‌ କରିଛନ୍ତି । ଗାଲାକ୍ସି ଲିଟିଲ୍‌ ମିସ୍‌ ୱାର୍ଲଡ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଗ୍ରହଣ […]

MAIRA

Rakesh Mallick
  • Published: Sunday, 19 March 2017
  • , Updated: 19 March 2017, 06:44 PM IST

ବୁଲଗେରିଆରେ ଚାଲିଥିବା ଗାଲାକ୍ସି ଲିଟଲ୍‌ ମିସ ୱାର୍ଲଡ ପ୍ରତିଯୋଗିତାରେ ରନର୍ସପ ହୋଇଛନ୍ତି ଓଡିଆ ଝିଅ ମାୟିରା ମୁନି । ପ୍ରତିଯୋଗିତାର ଫାଇନାଲରେ ଜର୍ଜିଆ,ଗ୍ରାଣ୍ଡ ପ୍ରିକ୍‌ସ ପାଇଥିବା ବେଳେ ମିସ୍‌ ଲିଟିଲ୍‌ ଗାଲାକ୍ସି ଫ୍ୟାସନ୍‌ ଷ୍ଟାର ଆୱାର୍ଡ୍‌ ପାଇଛନ୍ତି କୁନି ଝିଅ ମାୟିରା । ୫ବର୍ଷର ଝିଅ ମାୟିରାର ସଫଳତା ପାଇଁ ତାଙ୍କ ବାପା ଓ ମାଙ୍କ ସହ ଓଡିଶାବାସୀ ମଧ୍ୟ ଖୁସି ଜାହିର୍‌ କରିଛନ୍ତି । ଗାଲାକ୍ସି ଲିଟିଲ୍‌ ମିସ୍‌ ୱାର୍ଲଡ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିବା ମାୟିରା ବେଷ୍ଟ ନ୍ୟାସନାଲ କଷ୍ଟ୍ୟୁମ ଆୱାର୍ଡ ପ୍ରତିଯୋଗୀଙ୍କ ମଧ୍ୟରେ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି । ମାୟିରାଙ୍କ ଘର ଗଞ୍ଜାମ ଜିଲ୍ଲା ହିଞ୍ଜିଲିକାଟୁ ଅଞ୍ଚଳରେ ।

Related story