ଜୁଲାଇରେ ମୁକ୍ତିଲାଭ କରିବ ‘ଲଭ୍‌ କେ ଫଣ୍ଡେ’

ମୁମ୍ବାଇ: ଏବେକାର ଯୁବବର୍ଗଙ୍କୁ ନେଇ ନିର୍ମିତ ରୋମାଣ୍ଟିକ୍‌ କମେଡି ଫିଲ୍ମ‘ଲଭ୍‌ କେ ଫଣ୍ଡେ’ ଜୁଲାଇରେ ମୁକ୍ତିଲାଭ କରିବ। ଏଥିରେ ଆଜିର ଯୁବବର୍ଗ କିପରି ପ୍ରେମ୍‌ ପାଇଁ ବିଭିନ୍ନ ସୁବିଧା ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଏଥିରେ ଚିତ୍ରିତ ହୋଇଛି।

ଏହାକୁ ଫୈଜ୍‌ ଅନ୍‌ୱର ପ୍ରଯୋଜନା କରିଥିବା ବେଳେ ଏଥିରେ ଶାଲୀନ୍‌ ଭାନୋଟ୍‌, ଆଶୁତୋଷ କୌଶିକ୍‌, ପୂଜା ବାନାର୍ଜି, ସମୀକ୍ଷା ଭଟ୍ଟନାଗର ଓ ରିଶାଙ୍କ ତିୱାରି ପ୍ରମୁଖ ବିଭିନ୍ନ ଚରିତ୍ରରେ ଅଭିନୟ କରୁଛନ୍ତି।

ଆହୁରି ପଢ଼ନ୍ତୁ

‘ସୁଶାନ୍ତ ସିଂହ ରାଜପୁତ ହତ୍ୟା ପଛରେ ଦାଉଦ ଇବ୍ରାହିମ୍ ଗ୍ୟାଙ୍ଗ’

ମୁମ୍ବାଇର ଗୋଟେ ଚଲ୍‌ରେ କଟିଥିଲା ସରୋଜଙ୍କ ପିଲାଦିନ, ଜଣେ ଡାକ୍ତରଙ୍କ ପାଇଁ ମିଳିଥିଲା କାମ

ଐଶ୍‌ଙ୍କ ଫଟୋ ଦେଖି ରାଗି ଯାଇଥିଲା ବଚ୍ଚନ ପରିବାର

କାହା ସହିତ ଶୋଇବା ଶର୍ଟକଟ ନୁହେଁ, ଏକ ଚଏସ : କାଷ୍ଟିଂ କାଉଚକୁ ନେଇ ଏମିତି କହିଲେ ପ୍ରକୃତି ମିଶ୍ର

ସେଲିବ୍ରେଟି କ୍ୟାଲେଣ୍ଡର ୨୦୨୦: ଜବରଦସ୍ତ ଲୁକ୍‌ରେ ଏଲିନା ଓ ଅନୁଭା

ସୋଶାଲ ମିଡିଆରେ ଆଉ ଜଣେ ସୁଶାନ୍ତ

‘ଲୋକଙ୍କ ଘଣ୍ଟା ଚୋରି କରନ୍ତି ଅକ୍ଷୟ କୁମାର’

ରିଲିଜ୍ ହେଲା ସୁଶାନ୍ତଙ୍କ ଫିଲ୍ମର ଟାଇଟଲ୍ ଟ୍ରାକ୍‌ର ଟିଜର୍

ପିତାଙ୍କ ଶେଷକୃତ୍ୟର ପ୍ରସ୍ତୁତି କରୁଛନ୍ତି ଜାଭେଦ୍

କଙ୍ଗନାଙ୍କ ପ୍ରଶ୍ନ: ସୁଶାନ୍ତ ଓ ରିୟାଙ୍କ ସମ୍ପର୍କକୁ ନେଇ ମହେଶ କାହିଁକି ଏତେ ଆଗ୍ରହୀ

‘ଓସ୍କାର ୨୦୨୧’କୁ ଜଜ୍ କରିବେ ୩ ଭାରତୀୟ ଫିଲ୍ମ ନିର୍ମାତା

ଆରପାରିରେ ସୁର୍‌ମା ଭୋପାଲି ଓରଫ ହାସ୍ୟ ଅଭିନେତା ଜଗଦୀପ