ତରଙ୍ଗ ସିନେ ପ୍ରଡକ୍ସନ୍ସର ଅପ୍‌କମିଂ ଫିଲ୍ମ ‘ଲଭ୍‌ ଷ୍ଟେସନ’ର ଅଡିଓ ରିଲିଜ୍

ଭୁବନେଶ୍ୱର: ତରଙ୍ଗ ସିନେ ପ୍ରଡକ୍ସନ୍ସର ଅପ୍‌କମିଂ ଫିଲ୍ମ ‘ଲଭ୍‌ ଷ୍ଟେସନ୍‌’ର ଅଡିଓ ରିଲିଜ୍ ହୋଇଛି। ଫିଲ୍ମର ପୂରା ଟିମ୍‌ ଅଡିଓ ରିଲିଜ୍‌ ଉତ୍ସବରେ ଉପସ୍ଥିତ ଥିଲେ। ଏହି ଫିଲ୍ମରେ ଟାଇଟଲ୍ ଟ୍ରାକ୍  ଓ ଗୋଟିଏ ଆଇଟମ୍‌ ନମ୍ୱରକୁ ମିଶାଇ ମୋଟ ୪ଟି ଗୀତ ରହିଛି। ପାମେଲା ଜୈନ, ଇରା ମହାନ୍ତି,  ସଞ୍ଜୁ ମହାନ୍ତିଙ୍କ ସହିତ  ଲିଡ୍‌ରେ ଥିବା ବାବୁସାନ୍‌ ଓ ପପୁ ପମ୍‌ପମ୍ ଗୀତଗୁଡ଼ିକୁ ଗାଇଛନ୍ତି। ନିର୍ମଳ ନାୟକ ଗୀତ ରଚନା କରିଥିବାବେଳେ ସଙ୍ଗୀତରେ ସଜାଇଛନ୍ତି ଅଭିଜିତ୍ […]

Love

Love

Rakesh Mallick
  • Published: Monday, 23 May 2016
  • Updated: 23 May 2016, 05:11 AM IST

Sports

Latest News

ଭୁବନେଶ୍ୱର: ତରଙ୍ଗ ସିନେ ପ୍ରଡକ୍ସନ୍ସର ଅପ୍‌କମିଂ ଫିଲ୍ମ ‘ଲଭ୍‌ ଷ୍ଟେସନ୍‌’ର ଅଡିଓ ରିଲିଜ୍ ହୋଇଛି। ଫିଲ୍ମର ପୂରା ଟିମ୍‌ ଅଡିଓ ରିଲିଜ୍‌ ଉତ୍ସବରେ ଉପସ୍ଥିତ ଥିଲେ। ଏହି ଫିଲ୍ମରେ ଟାଇଟଲ୍ ଟ୍ରାକ୍  ଓ ଗୋଟିଏ ଆଇଟମ୍‌ ନମ୍ୱରକୁ ମିଶାଇ ମୋଟ ୪ଟି ଗୀତ ରହିଛି। ପାମେଲା ଜୈନ, ଇରା ମହାନ୍ତି,  ସଞ୍ଜୁ ମହାନ୍ତିଙ୍କ ସହିତ  ଲିଡ୍‌ରେ ଥିବା ବାବୁସାନ୍‌ ଓ ପପୁ ପମ୍‌ପମ୍ ଗୀତଗୁଡ଼ିକୁ ଗାଇଛନ୍ତି। ନିର୍ମଳ ନାୟକ ଗୀତ ରଚନା କରିଥିବାବେଳେ ସଙ୍ଗୀତରେ ସଜାଇଛନ୍ତି ଅଭିଜିତ୍ ମଜୁମଦାର। ବାବୁସାନ୍‌-ଏଲିନା ଷ୍ଟାରର୍ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି। ରଜ ଅବସରରେ ତରଙ୍ଗ ସିନେ ପ୍ରଡକ୍ସନ୍ସର ପଞ୍ଚମ ଅବଦାନ ‘ଲଭ୍‌ ଷ୍ଟେସନ’ ହଲ୍‌କୁ ଆସିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story