ରିଲିଜ୍‌ ହେଲା ‘ଲଭ୍‌ ଷ୍ଟେସନ୍’

ଭୁବନେଶ୍ୱର: ରଜ ବଜାରରେ ତରଙ୍ଗ ସିନେ ପ୍ରଡକ୍ସନ୍ସର ପଞ୍ଚମ ଫିଲ୍ମ ‘ଲଭ୍‌ ଷ୍ଟେସନ’ ଆଜି ରିଲିଜ୍ ହୋଇଛି। କଟକ ଜୟଶ୍ରୀ ସିନେମା ହଲ୍‌ରେ ଫିଲ୍ମର ପ୍ରିମିୟର ହୋଇଛି। ଫିଲ୍ମ ଦେଖିବା ପାଇଁ ହଲ୍‌ରେ ଦର୍ଶକଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଛି। ଏହି ରୋମାଣ୍ଟିକ ଓ ଫ୍ୟାମିଲି ଡ୍ରାମା ଫିଲ୍ମର ଲିଡ୍‌ରେ ଅଛନ୍ତି ଓଲିଉଡ୍‌ର ଚକ୍‌ଲେଟ୍‌ ବୟ ବାବୁଶାନ୍‌ ଓ ଚୁଲ୍‌ବୁଲି ନାୟିକା ଏଲିନା। ଏହି ଫିଲ୍ମର ଗୀତଗୁଡିକ ଲୋକପ୍ରିୟ ହୋଇସାରିଥିବା ବେଳେ ରଜ ବଜାରକୁ ସରଗରମ କରିବ […]

love-station-odia-movie

love-station-odia-movie

Rakesh Mallick
  • Published: Sunday, 12 June 2016
  • Updated: 12 June 2016, 02:29 PM IST

ଭୁବନେଶ୍ୱର: ରଜ ବଜାରରେ ତରଙ୍ଗ ସିନେ ପ୍ରଡକ୍ସନ୍ସର ପଞ୍ଚମ ଫିଲ୍ମ ‘ଲଭ୍‌ ଷ୍ଟେସନ’ ଆଜି ରିଲିଜ୍ ହୋଇଛି। କଟକ ଜୟଶ୍ରୀ ସିନେମା ହଲ୍‌ରେ ଫିଲ୍ମର ପ୍ରିମିୟର ହୋଇଛି। ଫିଲ୍ମ ଦେଖିବା ପାଇଁ ହଲ୍‌ରେ ଦର୍ଶକଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଛି। ଏହି ରୋମାଣ୍ଟିକ ଓ ଫ୍ୟାମିଲି ଡ୍ରାମା ଫିଲ୍ମର ଲିଡ୍‌ରେ ଅଛନ୍ତି ଓଲିଉଡ୍‌ର ଚକ୍‌ଲେଟ୍‌ ବୟ ବାବୁଶାନ୍‌ ଓ ଚୁଲ୍‌ବୁଲି ନାୟିକା ଏଲିନା। ଏହି ଫିଲ୍ମର ଗୀତଗୁଡିକ ଲୋକପ୍ରିୟ ହୋଇସାରିଥିବା ବେଳେ ରଜ ବଜାରକୁ ସରଗରମ କରିବ ଏକ ଭିନ୍ନ ଷ୍ଟେସନ ‘ଲଭ୍‌ ଷ୍ଟେସନ’।

ଏହି ଫିଲ୍ମରେ ଲଭ୍‌, ଆକ୍ସନ ଓ ଇମୋଶନ ଭରି ରହିଛି। କେତେବେଳେ ବାବୁଶାନ୍‌ ଓ ଏଲିନାଙ୍କ ରୋମାନ୍ସ ତ କେତେବେଳେ ଝଗଡ଼ା। ଆଉ କେତେବେଳେ ଦେଖିବାକୁ ମିଳିଛି ଭେଟେରାନ୍‌ ଆକ୍ଟର ମିହିର ଦାସଙ୍କ ଦମ୍‌ଦାର ଡାଇଲଗ୍‌ ସାଙ୍ଗକୁ କେମେଡିଷ୍ଟାର ପପୁ ପମ୍‌ପମ୍‌ଙ୍କ କମେଡି। ଏହସବୁ ଦେଖିବାକୁ ମିଳିଛି ଏହି ଭିନ୍ନ ଧରଣ ଫିଲ୍ମରେ। ଏହି ଫିଲ୍ମକୁ ଅଶୋକ ପତି ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମ୍‌ଦାର। ତାଙ୍କ ରଚିତ ଟାଇଟେଲ୍‌ ଟ୍ରାକ୍‌ ଓ ପପୁ ପମ୍‌ପମ୍‌ ଗାଇଥିବା ଗୀତ ବେଶ୍‌ ଲୋକପ୍ରିୟ ହୋଇଛି।

ଆକ୍ସନ ଓ ଇମୋଶନ ସହ ଫ୍ୟାମିଲି ଡ୍ରାମାରେ ଭରପୂର ଲଭ୍‌ଷ୍ଟେସନ ଏଥର ରଜରେ ଦର୍ଶକଙ୍କୁ ବାନ୍ଧିବ ବୋଲି ତରଙ୍ଗ ଟିମ୍‌ ଆଶାବାଦୀ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story