ମାଆ ହେବାକୁ ଯାଉଛନ୍ତି ମନୀଷା

ମୁମ୍ବାଇ: ୯୦ ଦଶକର ଚୁଲବୁଲି ନାୟିକା ମନୀଷା କୋଇରାଲ ମାଆ ହେବାକୁ ଯାଉଛନ୍ତି। ଖବର ମୁତାବକ ଖୁବଶୀଘ୍ର ମନୀଷା ଏକ ପୋଷ୍ୟ କନ୍ୟା ଗ୍ରହଣ କରିବାକୁ ଯାଉଛନ୍ତି। ଏକଥା ନିଜେ ମନୀଷା କହିଛନ୍ତି। ମନୀଷା କହିଛନ୍ତି,“ଆଗାମୀ ଡିସେମ୍ବର ବେଳକୁ ମୋ ଜୀବନକୁ ଜଣେ ନୂଆ ଅତୀଥି ଆସୁଛନ୍ତି। ସେ ଆସବା ପରେ ମୋ ଜୀବନରେ ସବୁ କିଛି ଠିକ୍‌ ହୋଇଯିବ।”

manisha

Rakesh Mallick
  • Published: Tuesday, 21 February 2017
  • , Updated: 21 February 2017, 03:03 PM IST

ମୁମ୍ବାଇ: ୯୦ ଦଶକର ଚୁଲବୁଲି ନାୟିକା ମନୀଷା କୋଇରାଲ ମାଆ ହେବାକୁ ଯାଉଛନ୍ତି। ଖବର ମୁତାବକ ଖୁବଶୀଘ୍ର ମନୀଷା ଏକ ପୋଷ୍ୟ କନ୍ୟା ଗ୍ରହଣ କରିବାକୁ ଯାଉଛନ୍ତି। ଏକଥା ନିଜେ ମନୀଷା କହିଛନ୍ତି।

ମନୀଷା କହିଛନ୍ତି,“ଆଗାମୀ ଡିସେମ୍ବର ବେଳକୁ ମୋ ଜୀବନକୁ ଜଣେ ନୂଆ ଅତୀଥି ଆସୁଛନ୍ତି। ସେ ଆସବା ପରେ ମୋ ଜୀବନରେ ସବୁ କିଛି ଠିକ୍‌ ହୋଇଯିବ।”

Related story