ମା’ ହେଲେ କରିନା

ମୁମ୍ବାଇ: କରିନା ତାଙ୍କ ସମ୍ପର୍କିୟ ଓ ଫ୍ୟାନଙ୍କୁ ଦେଇଛନ୍ତି ଖୁସି ଖବର। ମୁମ୍ବାଇରେ ସେ ଆଜି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖବର ନିଜେ କରିନା ଓ ସୈଫ୍‌ ଦେଇଛନ୍ତି। ଏହାସହ ଉଭୟ ବହୁତ ଖୁସି ଥିବା କହିଛନ୍ତି। ପୁଅର ନାମ ତୈମୁର ଅଲ୍ଲୀ ଖାନ୍‌ ରଖିଥିବା କଥା ମଧ୍ୟ ସେମାନେ କହିଛନ୍ତି। ଫିଲ୍ମ ନିର୍ଦ୍ଦେଶକ କରନ୍‌ ଜୋହର ଟ୍ୱିଟର ଜରିଆରେ କରିନାଙ୍କୁ ଶୁଭକାମନା ଜଣାଇଛନ୍ତି।

saif-kareena

Rakesh Mallick
  • Published: Tuesday, 20 December 2016
  • , Updated: 20 December 2016, 01:58 PM IST

ମୁମ୍ବାଇ: କରିନା ତାଙ୍କ ସମ୍ପର୍କିୟ ଓ ଫ୍ୟାନଙ୍କୁ ଦେଇଛନ୍ତି ଖୁସି ଖବର। ମୁମ୍ବାଇରେ ସେ ଆଜି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖବର ନିଜେ କରିନା ଓ ସୈଫ୍‌ ଦେଇଛନ୍ତି। ଏହାସହ ଉଭୟ ବହୁତ ଖୁସି ଥିବା କହିଛନ୍ତି।

ପୁଅର ନାମ ତୈମୁର ଅଲ୍ଲୀ ଖାନ୍‌ ରଖିଥିବା କଥା ମଧ୍ୟ ସେମାନେ କହିଛନ୍ତି। ଫିଲ୍ମ ନିର୍ଦ୍ଦେଶକ କରନ୍‌ ଜୋହର ଟ୍ୱିଟର ଜରିଆରେ କରିନାଙ୍କୁ ଶୁଭକାମନା ଜଣାଇଛନ୍ତି।

Related story