ସଞ୍ଜୟ ଦତ୍ତ ନୁହେଁ, ଜଣେ କ୍ରିକେଟରଙ୍କ ପାଇଁ ପାଗଳ ଥିଲେ ମାଧୁରୀ

ମୁମ୍ବାଇ: ଆଜି ବି ଲୋକେ ତାଙ୍କ ହସରେ ପାଗଳ। ତାଙ୍କ ଗୋଟିଏ ଝଲକ ପାଇଁ ଫ୍ୟାନ୍‌ଙ୍କ ମଧ୍ୟରେ ଲାଗିଯାଏ ଠେଲାପେଲା। ଆପଣ ଜାଣି ପାରୁଥିବେ ଆମେ କାହା କଥା କହୁଛୁ। ଆଜ୍ଞା ହଁ ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ କଥା। ଦୁଇଟି ପିଲାର ମାଆ ହେବା ପରେ ମଧ୍ୟ ତାଙ୍କ କ୍ରେଜ୍‌ କିଛି କମ ହୋଇନାହିଁ। ସିଲଭର ସ୍କ୍ରିନ୍‌ରୁ ଦୂରେଇ ରହୁଥିଲେ ମଧ୍ୟ ତାଙ୍କୁ ନେଇ ଆଜି ବି ଚର୍ଚ୍ଚା ଲାଗି ରହୁଛି, ସେ ପ୍ରେମକୁ […]

madhuri

madhuri

Rakesh Mallick
  • Published: Friday, 04 August 2017
  • Updated: 04 August 2017, 11:10 PM IST

Sports

Latest News

ମୁମ୍ବାଇ: ଆଜି ବି ଲୋକେ ତାଙ୍କ ହସରେ ପାଗଳ। ତାଙ୍କ ଗୋଟିଏ ଝଲକ ପାଇଁ ଫ୍ୟାନ୍‌ଙ୍କ ମଧ୍ୟରେ ଲାଗିଯାଏ ଠେଲାପେଲା। ଆପଣ ଜାଣି ପାରୁଥିବେ ଆମେ କାହା କଥା କହୁଛୁ। ଆଜ୍ଞା ହଁ ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ କଥା। ଦୁଇଟି ପିଲାର ମାଆ ହେବା ପରେ ମଧ୍ୟ ତାଙ୍କ କ୍ରେଜ୍‌ କିଛି କମ ହୋଇନାହିଁ। ସିଲଭର ସ୍କ୍ରିନ୍‌ରୁ ଦୂରେଇ ରହୁଥିଲେ ମଧ୍ୟ ତାଙ୍କୁ ନେଇ ଆଜି ବି ଚର୍ଚ୍ଚା ଲାଗି ରହୁଛି, ସେ ପ୍ରେମକୁ ନେଉ ହେଉ ପଛେ।

ମଧୁରୀ ଓ ସଞ୍ଜୟ ଦତ୍ତଙ୍କ ପ୍ରେମ ସମ୍ପର୍କକୁ ନେଇ ସବୁ ବେଳେ ଚର୍ଚ୍ଚା ହୋଇଥାଏ। ହେଲେ ଜାଣିଛନ୍ତି ମାଧୁରୀ କାହା ପାଇଁ ପାଗଳ ଥିଲେ ? ସେ ବଲିଉଡର କୌଣସି କଳାକାରଙ୍କ ପାଇଁ ପାଗଳ ନଥିଲେ। ଭାରତୀୟ କ୍ରିକେଟ୍‌ ଟିମ୍‌ର ଜଣେ ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ପାଇଁ ତାଙ୍କ ଦିଲ୍‌ ଧକ୍‌ ଧକ୍‌ କରୁଥିଲା। ଏହି କ୍ରିକେଟ୍‌ର ଜଣଙ୍କ ହେଲେ ସୁନୀଲ ଗାଭାସ୍କର।

ଏକ ସାକ୍ଷାତାକରରେ ନିଜେ ମାଧୁରୀ କହିଥିଲେ ଭାରତୀୟ କ୍ରିକେଟ ଟିମ୍‌ର ଏହି ଷ୍ଟାରଙ୍କୁ ସେ ବହୁତ ପସନ୍ଦ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story