‘ମାଧୁରୀଙ୍କ ପରି ହେବାକୁ ଚେଷ୍ଟା କରିନି’
ମୁମ୍ୱାଇ: ବଲିଉଡ୍ର ଅଭିନେତ୍ର ମାଧୁରୀ ଦିକ୍ଷିତଙ୍କ ପରି ହେବାକୁ କେବେ ଚେଷ୍ଟା କରିନି। ଏପରିକି ତାଙ୍କ ପରି ଅଭିନୟ କରିବା ସମ୍ଭବ ନୁହେଁ ବୋଲି ଆଲିଆ ଭଟ୍ଟ କହିଛନ୍ତି। ବରୁଣ ଧାୱନଙ୍କ ଅଭିନିତ ‘ବଦ୍ରୀନାଥ କି ଦୁହ୍ଲନିଆ’ ଫିଲ୍ମରେ ଆଲିଆ ୧୯୯୦ ମସିହାର ପ୍ରସିଦ୍ଧା ଗୀତ ‘ତମ୍ମା… ତମ୍ମା…”ରେ ନୂଆ ଅବତାରରେ ନଜର ଆସୁଛନ୍ତି। ଆଲିଆ କହିଛନ୍ତି,“ଏହି ଗୀତ ଦେଖାଇବା ପାଇଁ ଆମେ ଯେତେବେଳେ ମାଧୁରୀ ମାମଙ୍କ ପାଖକୁ ଯାଇଥିଲୁ ସେତେବେଳେ ଡରି ଯାଇଥିଲୁ।”
ମୁମ୍ୱାଇ: ବଲିଉଡ୍ର ଅଭିନେତ୍ର ମାଧୁରୀ ଦିକ୍ଷିତଙ୍କ ପରି ହେବାକୁ କେବେ ଚେଷ୍ଟା କରିନି। ଏପରିକି ତାଙ୍କ ପରି ଅଭିନୟ କରିବା ସମ୍ଭବ ନୁହେଁ ବୋଲି ଆଲିଆ ଭଟ୍ଟ କହିଛନ୍ତି।
ବରୁଣ ଧାୱନଙ୍କ ଅଭିନିତ ‘ବଦ୍ରୀନାଥ କି ଦୁହ୍ଲନିଆ’ ଫିଲ୍ମରେ ଆଲିଆ ୧୯୯୦ ମସିହାର ପ୍ରସିଦ୍ଧା ଗୀତ ‘ତମ୍ମା... ତମ୍ମା...”ରେ ନୂଆ ଅବତାରରେ ନଜର ଆସୁଛନ୍ତି। ଆଲିଆ କହିଛନ୍ତି,“ଏହି ଗୀତ ଦେଖାଇବା ପାଇଁ ଆମେ ଯେତେବେଳେ ମାଧୁରୀ ମାମଙ୍କ ପାଖକୁ ଯାଇଥିଲୁ ସେତେବେଳେ ଡରି ଯାଇଥିଲୁ।”