ମାହିରା ଖାନ୍‌ ବହୁତ ସୁନ୍ଦର: ସନି ଲିଓନ

ମୁମ୍ବାଇ: ପାକିସ୍ତାନ ଅଭିନେତ୍ରୀ ମାହିରା ଖାନ୍‌ ବହୁତ ସୁନ୍ଦର ବୋଲି ବଲିଉଡର ଚୁଲବୁଲି ଅଭିନେତ୍ରୀ ସନି ଲିଓନ ଏହା କହିଛନ୍ତି। ସେ କହିଛନ୍ତି,“ ‘ରଇସ’ରେ ଶାହାରୁଖ ଖାନ୍‌ଙ୍କ ପ୍ରେମିକା ଭୂମିକାରେ ମାହିରା ନଜର ଆସିଥିଲେ।” ସନି ଲିଓନ ଆହୁରି କହିଛନ୍ତି,“ଭାରତର କିଛି ହିନ୍ଦୁ ସଂଗଠନ ପାକିସ୍ତାନ କଳାକାରଙ୍କ ଉପରେ ଲଗାଇଥିବା ବ୍ୟାନକୁ ମୁଁ ସମର୍ଥନ କରି ନ ଥିଲି।” ଶୁକ୍ରବାର ମାହିରା ଖାନ୍‌ ପାକିସ୍ତାନର ଏକ ଭିଡ଼ିଓ କନଫରେନ୍ସରେ କହିଥିଲେ,“ସନି ଲିଓନଙ୍କ ‘ବେବି ଡଲ୍‌’ ମୋର ବହୁତ […]

sunny-leone

Rakesh Mallick
  • Published: Sunday, 05 February 2017
  • , Updated: 06 February 2017, 07:16 AM IST

ମୁମ୍ବାଇ: ପାକିସ୍ତାନ ଅଭିନେତ୍ରୀ ମାହିରା ଖାନ୍‌ ବହୁତ ସୁନ୍ଦର ବୋଲି ବଲିଉଡର ଚୁଲବୁଲି ଅଭିନେତ୍ରୀ ସନି ଲିଓନ ଏହା କହିଛନ୍ତି। ସେ କହିଛନ୍ତି,“ ‘ରଇସ’ରେ ଶାହାରୁଖ ଖାନ୍‌ଙ୍କ ପ୍ରେମିକା ଭୂମିକାରେ ମାହିରା ନଜର ଆସିଥିଲେ।”

ସନି ଲିଓନ ଆହୁରି କହିଛନ୍ତି,“ଭାରତର କିଛି ହିନ୍ଦୁ ସଂଗଠନ ପାକିସ୍ତାନ କଳାକାରଙ୍କ ଉପରେ ଲଗାଇଥିବା ବ୍ୟାନକୁ ମୁଁ ସମର୍ଥନ କରି ନ ଥିଲି।”

ଶୁକ୍ରବାର ମାହିରା ଖାନ୍‌ ପାକିସ୍ତାନର ଏକ ଭିଡ଼ିଓ କନଫରେନ୍ସରେ କହିଥିଲେ,“ସନି ଲିଓନଙ୍କ ‘ବେବି ଡଲ୍‌’ ମୋର ବହୁତ ପସନ୍ଦ। ସନିଙ୍କ ସହ ଏୟାରପୋର୍ଟରେ ଦେଖା ହୋଇଥିଲା। ସେଠାରେ ମୁଁ ତାଙ୍କ ସହିତ କଥା ହୋଇଥିଲି। ସେ ଭଲ ଓ ବହୁତ ସୁନ୍ଦର।”

Related story