ମଲାଇକା, ବିପାଶା ଓ ସୁଜନ୍‌ଙ୍କ ଏ କି ରୂପ? ଦର୍ଶକ କହିଲେ ଉ ଲା ଲା

ମୁମ୍ୱାଇ: ସବୁବେଳେ ଚର୍ଚ୍ଚା ପରିସରରେ ରହୁଥିବା ମଲାଇକା ଅରୋରା, ବିପାଶା ବସୁ ଓ ସୁଜନ୍‌ ଖାନ୍‌ଙ୍କୁ ଦେଖିବାକୁ ମିଳିଛି ଏକ ରାମ୍ପ୍‌ ଶୋରେ। ଏହି ହଟ୍‌ହଟ୍‌ ଗରମରେ ଆଇସ୍‌କ୍ରିମ୍‌ର ମଜା ଉଠାଇଛନ୍ତି ଆପଣଙ୍କ ଫେଭରାଇଟ୍‌ ମଲାୟକା ବିପାଶା ଓ ସୁଜନ୍‌ ଖାନ୍‌ । ଏହି ୩ ଅଭିନେତ୍ରୀ ରାମ୍ପ୍‌ ଜରିଆରେ ଆଇସ୍‌କ୍ରିମ୍‌ର ମଜା ଉଠାଉଥିବା ଦେଖିବାକୁ ପାଇଛନ୍ତି ଦର୍ଶକ। ସେମାନଙ୍କ ଡ୍ରେସ୍‌ ମଧ୍ୟ ଦର୍ଶକଙ୍କୁ ବେଶ୍‌ ଆକର୍ଷଣ କରିଛି।

malaikath

Rakesh Mallick
  • Published: Thursday, 04 May 2017
  • , Updated: 04 May 2017, 11:13 AM IST

Related story