ମଲାଇକା ଚୋରାଇ ନେଲେ ପାର୍ଟି, ସମସ୍ତଙ୍କ ନଜର ଥିଲା ତାଙ୍କ ବ୍ୟାକ୍‌ଲେସ୍ ଡ୍ରେସ୍ ଉପରେ

ମୁମ୍ବାଇ:  ଆଜିକାଲି ବଲିଉଡର ନାୟିକାମାନେ ‌ଅନ୍ୟମାନଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ  ବିଭିନ୍ନ ଷ୍ଟାଇଲ୍‌ର ଡ୍ରେସ୍‌ ପିନ୍ଧୁଛନ୍ତି। ସେହି ଅଭିନେତ୍ରୀଙ୍କ ମଧ୍ୟରୁ ମଲାଇକା ଅରୋଡା ଜଣେ। ଅରବାଜ ଖାନଙ୍କ ଠାରୁ ଅଲଗା ହେବା ପରେ ମଲାଇକାଙ୍କ ଜୀବନରେ କୌଣସି ପରିବର୍ତ୍ତନ ଆସିନାହିଁ। ବରଂ ଖୁଲମଖୁଲା ଜୀବନ ବିତାଉଛନ୍ତି ସେ। ଏକ ବିଜନେସ୍‌ ପାର୍ଟିରେ ମଲାଇକାଙ୍କୁ ଏକ ଗ୍ରୀନ୍‌କଲର ଗାଉନରେ ଦେଖିବାକୁ ମିଳିଥିଲା। ପାର୍ଟିରେ ମଲାୟିକାଙ୍କ ଡ୍ରେସ୍‌  ଉପରେ ଥିଲା ସମସ୍ତଙ୍କର ନଜର। ଆଉ ସେ ବନି ଥିଲେ […]

malaik1

Rakesh Mallick
  • Published: Tuesday, 21 March 2017
  • , Updated: 21 March 2017, 03:29 PM IST

ମୁମ୍ବାଇ:  ଆଜିକାଲି ବଲିଉଡର ନାୟିକାମାନେ ‌ଅନ୍ୟମାନଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ  ବିଭିନ୍ନ ଷ୍ଟାଇଲ୍‌ର ଡ୍ରେସ୍‌ ପିନ୍ଧୁଛନ୍ତି। ସେହି ଅଭିନେତ୍ରୀଙ୍କ ମଧ୍ୟରୁ ମଲାଇକା ଅରୋଡା ଜଣେ। ଅରବାଜ ଖାନଙ୍କ ଠାରୁ ଅଲଗା ହେବା ପରେ ମଲାଇକାଙ୍କ ଜୀବନରେ କୌଣସି ପରିବର୍ତ୍ତନ ଆସିନାହିଁ। ବରଂ ଖୁଲମଖୁଲା ଜୀବନ ବିତାଉଛନ୍ତି ସେ। ଏକ ବିଜନେସ୍‌ ପାର୍ଟିରେ ମଲାଇକାଙ୍କୁ ଏକ ଗ୍ରୀନ୍‌କଲର ଗାଉନରେ ଦେଖିବାକୁ ମିଳିଥିଲା। ପାର୍ଟିରେ ମଲାୟିକାଙ୍କ ଡ୍ରେସ୍‌  ଉପରେ ଥିଲା ସମସ୍ତଙ୍କର ନଜର। ଆଉ ସେ ବନି ଥିଲେ ଆକର୍ଷଣର କେନ୍ଦ୍ର ବିନ୍ଦୁ। କାରଣ ସେ ପିନ୍ଧିଥିବା ଡ୍ରେସ୍‌ଟି ଡିପ୍ ବ୍ୟାକ୍‌ଲେସ୍ ଥିଲା। ମାନେ- ବେକଠାରୁ ଅଣ୍ଟା ପର୍ଯ୍ୟନ୍ତ ପୂରା ପୁଙ୍ଗୁଳା ଥିଲା। ଏହି ଡ୍ରେସ୍‌ରେ ମଲାଇକା ଭାରି ହଟ୍ ଲାଗୁଥିଲେ।

Related story