ଫିଲ୍ମରେ କାମ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ମନଭୀର

ମୁମ୍ବାଇ: ‘ବିଗ୍‌ବସ୍‌  ସିଜିନ୍‌ ୧୦’ ବିଜେତା ମନଭୀର ଗୁର୍ଜର ଫିଲ୍ମରେ କାମ କରିବା ନେଇ ଖୁବ୍‌ ଉତ୍ସାହୀତ ଅଛନ୍ତି।  ନିକଟରେ ଏକ ଗଣମାଧ୍ୟମକୁ ସାକ୍ଷତାକାର ଦେଇ ସେ ଏହି କଥା କହିଛନ୍ତି। ସେ କହିଛନ୍ତି “ବିଗ୍‌ ବସ୍‌ ଘରକୁ ଯିବା ପରେ ମୋ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। ଖୁବ୍‌ ଶୀଘ୍ର ସେ ବଲିଉଡ ଇଣ୍ଡଷ୍ଟ୍ରି ସହ ଜଡ଼ିତ ହେବାକୁ ଯାଉଛନ୍ତି।” ତିନିମାସ ‘ବିଗ୍‌ ବସ୍‌’ ଘରେ ରହିବା ପରେ ଘରକୁ ଫେରିଛନ୍ତି ମନଭୀର। ବିମାନ ବନ୍ଦରରୁ […]

manveer-

Rakesh Mallick
  • Published: Wednesday, 01 February 2017
  • , Updated: 01 February 2017, 03:17 PM IST

ମୁମ୍ବାଇ: ‘ବିଗ୍‌ବସ୍‌  ସିଜିନ୍‌ ୧୦’ ବିଜେତା ମନଭୀର ଗୁର୍ଜର ଫିଲ୍ମରେ କାମ କରିବା ନେଇ ଖୁବ୍‌ ଉତ୍ସାହୀତ ଅଛନ୍ତି।  ନିକଟରେ ଏକ ଗଣମାଧ୍ୟମକୁ ସାକ୍ଷତାକାର ଦେଇ ସେ ଏହି କଥା କହିଛନ୍ତି। ସେ କହିଛନ୍ତି “ବିଗ୍‌ ବସ୍‌ ଘରକୁ ଯିବା ପରେ ମୋ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। ଖୁବ୍‌ ଶୀଘ୍ର ସେ ବଲିଉଡ ଇଣ୍ଡଷ୍ଟ୍ରି ସହ ଜଡ଼ିତ ହେବାକୁ ଯାଉଛନ୍ତି।”

ତିନିମାସ ‘ବିଗ୍‌ ବସ୍‌’ ଘରେ ରହିବା ପରେ ଘରକୁ ଫେରିଛନ୍ତି ମନଭୀର। ବିମାନ ବନ୍ଦରରୁ ଘର ପର୍ଯ୍ୟନ୍ତ ଖୁବ୍‌ ଧୁମ୍‌ଧାମରେ ତାଙ୍କର ସ୍ୱାଗତ କରାଯାଇଥିଲା।

Related story