ମନଭୀର ହେଲେ ‘ବିଗ୍‌ ବସ୍‌’ ସିଜିନ୍‌ ୧୦ର ବିଜେତା

ମୁମ୍ବାଇ: ମନଭୀର ଗୁର୍ଜର ହେଲେ ‘ବିଗ୍‌ ବସ୍‌’ ସିଜିନ୍‌ ୧୦ର ବିଜେତା। ‘ବିଗ୍‌ ବସ୍‌’ର ଘରେ ୧୦୫ ଦିନର ଯାତ୍ରା ତାଙ୍କର ଖୁବ୍‌ ଦମଦାର ରହିଥିଲା। ଦର୍ଶକଙ୍କ ସହଯୋଗରେ ସେ ଲୋପାମୁଦ୍ରା, ମୋନାଲିସା, କରନ୍‌ ମେହେରା, ରୋହନ୍‌ ମେହେରା ଓ ଗୌରବ ଚୋପ୍ରା ପରି ଜଣାଶୁଣା ଚେହେରାକୁ ପଛରେ ପକାଇ ଦେଇଛନ୍ତି। ତାଙ୍କର ଏହି ବିଜୟ ପାଇଁ ଶୋ ତରଫରୁ ୪୦ ଲକ୍ଷ ଟଙ୍କା ଉପହାର ରାଶି ମିଳିଛି। ଏସବୁ ଛଡ଼ା ଶୋର ଆମ୍ଭରୁ ଶେଷ ପର୍ଯ୍ୟନ୍ତ […]

manveer-gurger

Rakesh Mallick
  • Published: Monday, 30 January 2017
  • , Updated: 30 January 2017, 02:53 PM IST

ମୁମ୍ବାଇ: ମନଭୀର ଗୁର୍ଜର ହେଲେ ‘ବିଗ୍‌ ବସ୍‌’ ସିଜିନ୍‌ ୧୦ର ବିଜେତା। ‘ବିଗ୍‌ ବସ୍‌’ର ଘରେ ୧୦୫ ଦିନର ଯାତ୍ରା ତାଙ୍କର ଖୁବ୍‌ ଦମଦାର ରହିଥିଲା। ଦର୍ଶକଙ୍କ ସହଯୋଗରେ ସେ ଲୋପାମୁଦ୍ରା, ମୋନାଲିସା, କରନ୍‌ ମେହେରା, ରୋହନ୍‌ ମେହେରା ଓ ଗୌରବ ଚୋପ୍ରା ପରି ଜଣାଶୁଣା ଚେହେରାକୁ ପଛରେ ପକାଇ ଦେଇଛନ୍ତି।

ତାଙ୍କର ଏହି ବିଜୟ ପାଇଁ ଶୋ ତରଫରୁ ୪୦ ଲକ୍ଷ ଟଙ୍କା ଉପହାର ରାଶି ମିଳିଛି। ଏସବୁ ଛଡ଼ା ଶୋର ଆମ୍ଭରୁ ଶେଷ ପର୍ଯ୍ୟନ୍ତ ମନଭୀରଙ୍କ ନୂଆ ଲୁକ୍‌ ମଧ୍ୟ ଦର୍ଶକ ଦେଖିବାକୁ ପାଇଛନ୍ତି।

‘ବିଗ୍‌ ବସ୍‌’ ସିଜିନ୍‌ ୧୦ର ଫାଇନାଲ ଖୁବ୍‌ ସୁନ୍ଦର ରହିଥିଲା। ଏଥିରେ ଅନେକ ସେଲିବ୍ରିଟିଙ୍କ ସୁନ୍ଦର ପରଫରମାନ୍ସ ଦେଖିବାକୁ ମିଳିଥିଲା। ମନଭୀରଙ୍କୁ ତାଙ୍କ ବିଜୟ ପାଇଁ ସେଲିବ୍ରିଟିମାନେ ଟ୍ୱିଟ୍‌ରରେ ଶୁଭେଚ୍ଛା ଜଣାଇଛନ୍ତି।

Related story