ମନୋଜ ମିଶ୍ରଙ୍କ ସ୍ମରଣୀୟ ଜନ୍ମଦିନ ପାଳନ: ଟୋପି ପିନ୍ଧିଲେ, କେକ୍ କାଟିଲେ

ସମ୍ବଲପୁରରୁ ମାୟାନଗରୀ ମୁମ୍ବାଇ । ଟେଲି ସୋ’ରୁ ବଡ଼ ପରଦା । ତାମିଲରୁ ଓଡ଼ିଆ ସିନେମା। ସବୁଠି ନିଜ ଅଭିନୟର ଛାପ ଛାଡ଼ିଥିବା ଜଣେ ଭର୍ସାଟାଇଲ୍ ଆକ୍ଟର ହେଉଛନ୍ତି ମନୋଜ ମିଶ୍ର। ସମ୍ବଲପୁର ଜିଲ୍ଲାର ଏକ ଛୋଟ ଗାଁରେ ତାଙ୍କ ଜନ୍ମ। କିନ୍ତୁ ଛୋଟିଆ ଗାଁର ଏହି ଅଭିନେତାଙ୍କ ଯାଦୁ ମୁମ୍ବାଇ ପରି ବଡ଼ ସହରରେ ବି ଫିଲ୍ମ ଦୁନିଆର ଲୋକଙ୍କ ଭିତରେ ପସନ୍ଦ ଆସିଛି। ଓଲିଉଡ, ଟଲିଉଡ ଓ ବଲିଉଡ, ସବୁଠି ତାଙ୍କ ଅଭିନୟର ଦ‍କ୍ଷତା […]

manoj-mishra-

manoj-mishra-

Rakesh Mallick
  • Published: Friday, 14 July 2017
  • Updated: 14 July 2017, 06:24 PM IST

ସମ୍ବଲପୁରରୁ ମାୟାନଗରୀ ମୁମ୍ବାଇ । ଟେଲି ସୋ’ରୁ ବଡ଼ ପରଦା । ତାମିଲରୁ ଓଡ଼ିଆ ସିନେମା। ସବୁଠି ନିଜ ଅଭିନୟର ଛାପ ଛାଡ଼ିଥିବା ଜଣେ ଭର୍ସାଟାଇଲ୍ ଆକ୍ଟର ହେଉଛନ୍ତି ମନୋଜ ମିଶ୍ର। ସମ୍ବଲପୁର ଜିଲ୍ଲାର ଏକ ଛୋଟ ଗାଁରେ ତାଙ୍କ ଜନ୍ମ। କିନ୍ତୁ ଛୋଟିଆ ଗାଁର ଏହି ଅଭିନେତାଙ୍କ ଯାଦୁ ମୁମ୍ବାଇ ପରି ବଡ଼ ସହରରେ ବି ଫିଲ୍ମ ଦୁନିଆର ଲୋକଙ୍କ ଭିତରେ ପସନ୍ଦ ଆସିଛି। ଓଲିଉଡ, ଟଲିଉଡ ଓ ବଲିଉଡ, ସବୁଠି ତାଙ୍କ ଅଭିନୟର ଦ‍କ୍ଷତା ଦର୍ଶକେ ଦେଖିବାକୁ ପାଇଛନ୍ତି ।

https://www.youtube.com/watch?v=sxnFaCCJOjI

ଜୁଲାଇ ମାସଟି ମନୋଜଙ୍କ ପାଇଁ ଟିକେ ନିଆରା । କାରଣ ଚଳିତ ମାସରେ ହିଁ ପଡ଼େ ତାଙ୍କ ଜନ୍ମ । ଗତ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି ଏହି କଳାକାରଙ୍କର ଜନ୍ମଦିନ । ସବୁଠୁ ବଡ଼କଥା ହେଲା, ସେ ନିଜେ ଯେମିତି ଅଭିନୟରେ ଟିକେ ନିଆରା କରି ଦେଖାନ୍ତି, ସେମିତି ନିଜ ଜନ୍ମଦିନକୁ ବି କିଛି ନିଆରା ଢଙ୍ଗରେ ପାଳନ କରିଥିଲେ। ଜନ୍ମଦିନଟିକୁ ସେ ପାଳନ କରିଥିଲେ ଓଡ଼ିଶାର ନମ୍ବର ୱାନ୍ ନ୍ୟୁଜ୍ ଚ୍ୟାନେଲ୍ ଓଟିଭି ସହ । ଓଟିଭିର ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମ ଇ-ନିଉଜର ପ୍ରତିନିଧି କେକ୍ ଧରି ପହଞ୍ଚିଥିଲେ ମନୋଜଙ୍କ ଘରେ । ମନୋଜ ବି ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଶେଷରେ ଲନରେ ଆସି କେକ୍ କାଟିଥିଲେ ମନୋଜ । ଛୋଟ ପିଲାଙ୍କ ପରି ମୁଣ୍ତରେ ଟୋପି ପିନ୍ଧି କେକ୍ କାଟିଥିଲେ। ତାଙ୍କୁ ଓ ତାଙ୍କ ଜନ୍ମଦିନକୁ ମନେ ରଖିଥିବାରୁ ମନୋଜ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story