‘ରଙ୍ଗୁନ୍‌’ର ଆଉ ଏକ ଗୀତ ରିଲିଜ୍‌

ମୁମ୍ବାଇ: ‘ବ୍ଲଡି ହେଲ୍‌’ ଓ ‘ୟୈ ଇସ୍କ’ ପରେ ରିଲିଜ୍ ହେଲା ‘ରଙ୍ଗୁନ୍‌’ର ଆଉ ଏକ ଗୀତ ‘ମେରେ ମିୟାଁ ଗୟେ ଇଂଲଣ୍ଡ’। ଗୀତରେ କଙ୍ଗନାଙ୍କ ବବ୍‌ଲୀ ଅନ୍ଦାଜ ଦେଖିବାକୁ ମିଳିଛି। ଏହି ଗୀତ ଶୁଣିବା ପରେ ଆପଣଙ୍କୁ ‘ମେରେ ପିୟା ଗୟେ ରଙ୍ଗୁନ୍‌’ ଗୀତ ନିଶ୍ଚିତ ମନେ ପଡ଼ିବ। ଗୀତଟିକୁ ଫିଲ୍ମର ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ପତ୍ନୀ ରେଖା ଭରଦ୍ୱାଜ ଗାଇଛନ୍ତି। ଗୀତଟିକୁ ଲେଖିଛନ୍ତି ଗୁଲଜାର। ଗୀତରେ କଙ୍ଗନା ସେନାର ଯବାନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ […]

Kangana-Ranaut

Rakesh Mallick
  • Published: Friday, 27 January 2017
  • , Updated: 27 January 2017, 05:11 PM IST

ମୁମ୍ବାଇ: ‘ବ୍ଲଡି ହେଲ୍‌’ ଓ ‘ୟୈ ଇସ୍କ’ ପରେ ରିଲିଜ୍ ହେଲା ‘ରଙ୍ଗୁନ୍‌’ର ଆଉ ଏକ ଗୀତ ‘ମେରେ ମିୟାଁ ଗୟେ ଇଂଲଣ୍ଡ’। ଗୀତରେ କଙ୍ଗନାଙ୍କ ବବ୍‌ଲୀ ଅନ୍ଦାଜ ଦେଖିବାକୁ ମିଳିଛି।

ଏହି ଗୀତ ଶୁଣିବା ପରେ ଆପଣଙ୍କୁ ‘ମେରେ ପିୟା ଗୟେ ରଙ୍ଗୁନ୍‌’ ଗୀତ ନିଶ୍ଚିତ ମନେ ପଡ଼ିବ। ଗୀତଟିକୁ ଫିଲ୍ମର ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ପତ୍ନୀ ରେଖା ଭରଦ୍ୱାଜ ଗାଇଛନ୍ତି। ଗୀତଟିକୁ ଲେଖିଛନ୍ତି ଗୁଲଜାର।

ଗୀତରେ କଙ୍ଗନା ସେନାର ଯବାନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି। ଏହା ସହ ସେ ଗୀତରେ ଏକ ଟ୍ୟାଙ୍କ୍‌ ଉପରେ ଚଢ଼ି ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି। ଫିଲ୍ମଟି ଫେବ୍ରୁଆରୀ ୨୪ ତାରିଖରେ ରିଲିଜ୍‌ ହେବ।

Related story