ମିସ୍‌ ଇଣ୍ଡିଆଙ୍କୁ ମିସ୍‌ ବିହେଭ୍‌: ସୁନ୍ଦରୀ ଆଣିଲେ ଅସଦାରଣ ଅଭିଯୋଗ

ମୁମ୍ବାଇ:  ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ଇଣ୍ଡିଆ ଆଣିଲେ ଯୌନଶୋଷଣର ଅଭିଯୋଗ ।  ମୁମ୍ବାଇ ପୋଲିସ୍‌ ନିକଟରେ ଫେରାଦ୍‌ ହୋଇଛନ୍ତି ନିଜେ ସୋନୁ ୱାଲିଆ। ଅଭିଯୋଗ ଅନୁଯାୟୀ,ସୋନୁ ୱାଲିଆଙ୍କୁ ଏକ ସପ୍ତାହ ହେବ କେହି ଜଣେ ଅଜଣା ବ୍ୟକ୍ତି ତାଙ୍କ ମୋବାଇଲକୁ ଅଶ୍ଲୀଳ ଭିଡ଼ିଓ ପଠାଇ‍ବା  ସହ ବିଭିନ୍ନ ନମ୍ବରରୁ ବାରମ୍ବାର ଫୋନ୍‌ କରୁଛି।  ପରେ ସେହି ଦୁର୍ବୃତ୍ତ ତା’ର ମୋବାଇଲ ବନ୍ଦ କରି ଦେଉଛି। ମୁମ୍ବାଇ ପୋଲିସ୍‌ ପକ୍ଷରୁ କୁହାଯାଇଛି, ଦୁର୍ବୃତ୍ତ ଜଣଙ୍କ  ଯେଉଁ […]

sonu-walia

Rakesh Mallick
  • Published: Saturday, 04 March 2017
  • , Updated: 04 March 2017, 02:25 PM IST

ମୁମ୍ବାଇ:  ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ଇଣ୍ଡିଆ ଆଣିଲେ ଯୌନଶୋଷଣର ଅଭିଯୋଗ ।  ମୁମ୍ବାଇ ପୋଲିସ୍‌ ନିକଟରେ ଫେରାଦ୍‌ ହୋଇଛନ୍ତି ନିଜେ ସୋନୁ ୱାଲିଆ।

ଅଭିଯୋଗ ଅନୁଯାୟୀ,ସୋନୁ ୱାଲିଆଙ୍କୁ ଏକ ସପ୍ତାହ ହେବ କେହି ଜଣେ ଅଜଣା ବ୍ୟକ୍ତି ତାଙ୍କ ମୋବାଇଲକୁ ଅଶ୍ଲୀଳ ଭିଡ଼ିଓ ପଠାଇ‍ବା  ସହ ବିଭିନ୍ନ ନମ୍ବରରୁ ବାରମ୍ବାର ଫୋନ୍‌ କରୁଛି।  ପରେ ସେହି ଦୁର୍ବୃତ୍ତ ତା’ର ମୋବାଇଲ ବନ୍ଦ କରି ଦେଉଛି।

ମୁମ୍ବାଇ ପୋଲିସ୍‌ ପକ୍ଷରୁ କୁହାଯାଇଛି, ଦୁର୍ବୃତ୍ତ ଜଣଙ୍କ  ଯେଉଁ ନମ୍ବରରେ  ସୋନୁ ୱାଲିଆଙ୍କୁ ଫୋନ୍‌ କରୁଛି  ସେ ନମ୍ବର ଦୀର୍ଘଦିନ ହେବ କେହି ବ୍ୟବହାର କରୁନାହାଁନ୍ତି । ତେବେ ସୋନୁଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ୍‌ ଛାନଭିନ୍‌ ଆରମ୍ଭ କରିଛି ।

୫୩ବର୍ଷିୟା ଏହି ପୂର୍ବତନ ଭାରତ ସୁନ୍ଦରୀ ବଲିଉଡର୍‌ କିଛି ହାତଗଣତି ଫିଲ୍ମରେ ଅଭିୟନ କରିଛନ୍ତି । ଖୁନ୍‌ ଭରି ମାଙ୍ଗରେ ତାଙ୍କ ଅଭିନୟକୁ ଖୁବ୍‌ ତାରିଫ୍‌ ବି ମିଳିଥିଲା। ପରେ ପରେ ସେ ଅନେକ ଟିଭି ଶୋରେ ମଧ୍ୟ କାମ କରି ଆସୁଥିଲେ।...

 

Related story