ପୁଣି ପରଦାକୁ ଫେରିବେ ମିଥୁନ ଦା

ମୁମ୍ବାଇ: ମିଥୁନ ଫ୍ୟାନଙ୍କ ପାଇଁ  ଖୁସି ଖବର। ଦୀର୍ଘଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ମିଥୁନ ଚକ୍ରବର୍ତ୍ତୀଙ୍କୁ ପୁଣିଥରେ ଦେଖିବାକୁ ମଳିବ ସ୍କ୍ରିନରେ।  ଏକ କମେଡି ଶୋ’ ଜରିଆରେ ଖୁବ୍ ଶୀଘ୍ର ସେ ଟିଭି ପରାଦାକୁ ଆସୁଛନ୍ତି। ତାଙ୍କ ସହ ଅଲୀ ସାଗର, ସୁଦେଶ ଲହରୀ, ସୁଗନ୍ଧା ମିକ୍ଷା ଓ ମିଥୁନ କୁଷ୍ଣୋ ଅଭିଷେକଙ୍କୁ ମଧ୍ୟ ଦେଖିବାକୁ ମିଳିବ। ବିଗତ ଦିନର ଭର୍ସାଟାଇଲ୍ ଆକ୍ଟର ମିଥୁନ୍ ଚକ୍ରବର୍ତ୍ତୀ ଗତ କିଛିବର୍ଷ ଧରି ଖୁବ୍ ଅସୁସ୍ଥ ଥିଲେ। […]

mithun-chakraborty

mithun-chakraborty

Rakesh Mallick
  • Published: Thursday, 22 June 2017
  • Updated: 22 June 2017, 01:17 PM IST

Sports

Latest News

ମୁମ୍ବାଇ: ମିଥୁନ ଫ୍ୟାନଙ୍କ ପାଇଁ  ଖୁସି ଖବର। ଦୀର୍ଘଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ମିଥୁନ ଚକ୍ରବର୍ତ୍ତୀଙ୍କୁ ପୁଣିଥରେ ଦେଖିବାକୁ ମଳିବ ସ୍କ୍ରିନରେ।  ଏକ କମେଡି ଶୋ’ ଜରିଆରେ ଖୁବ୍ ଶୀଘ୍ର ସେ ଟିଭି ପରାଦାକୁ ଆସୁଛନ୍ତି। ତାଙ୍କ ସହ ଅଲୀ ସାଗର, ସୁଦେଶ ଲହରୀ, ସୁଗନ୍ଧା ମିକ୍ଷା ଓ ମିଥୁନ କୁଷ୍ଣୋ ଅଭିଷେକଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ବିଗତ ଦିନର ଭର୍ସାଟାଇଲ୍ ଆକ୍ଟର ମିଥୁନ୍ ଚକ୍ରବର୍ତ୍ତୀ ଗତ କିଛିବର୍ଷ ଧରି ଖୁବ୍ ଅସୁସ୍ଥ ଥିଲେ। ଏଥିପାଇଁ ସେ ଲସ୍‌ଏଞ୍ଜେଲ୍ସଠାରେ ଚିକିତ୍ସିତ ହେଉଥିଲେ। ଏବେ ଖବର ମିଳିଛି, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ସୁଧାର ଆସିଛି। ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟ ଖୁବ୍ ଭଲ ଅଛି। ସ୍ୱାସ୍ଥ୍ୟ ଖରାପ ହେବାପରେ ସେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏବେ ପୁଣି ଅଭିନୟ ଦୁନିଆକୁ ପ୍ରତ୍ୟାବର୍ତ୍ତନ କରିବା  ଖବର ଦର୍ଶକଙ୍କୁ ଉତ୍ସାହିତ କରିଛି। ୨୦୧୬ରେ ସୁଟିଂ କରୁଥିବା ବେଳେ ମିଥୁନଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା।

ସୌଜନ୍ୟ- ଅମରଓଜଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story