‘ପଦ୍ମାବତୀ’ ପରେ ପାଳି ପଡ଼ିଛି ‘ଟାଇଗର ଜିନ୍ଦା ହୈ’ର: ନ ଚଲାଇ ଦେବାକୁ ଧମକ

ମୁମ୍ବାଇ: ଫିଲ୍ମକୁ ନେଇ ବିରୋଧ ପ୍ରଦର୍ଶନ କରିବା କିଛି ନୂଆ କଥା ନୁହେଁ। କିଛି ଦିନ ପୂର୍ବରୁ ‘ପଦ୍ମାବତୀ’କୁ ନେଇ ବିରୋଧ ଜାରି ରହିଥିଲା। ଏବେ ପାଳି ପଡ଼ିଛି ସଲ୍‌ମାନଙ୍କ ଅପକମିଂ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ର। ଅବଶ୍ୟ ସମସ୍ୟାଟି କେବଳ ମହାରାଷ୍ଟ୍ରରେ ଉପୁଜିଛି। କଥା ହେଉଛି ଏହି ଫିଲ୍ମଟି ଯେଉଁ ଦିନ ରିଲିଜ୍‌ ହେବ ସେଇ ଦିନ ମରାଠୀ ଫିଲ୍ମ ‘ଦେବା’ ମଧ୍ୟ ରିଲିଜ୍‌ ହେବ। ସଲମାନଙ୍କ ଫିଲ୍ମ ପାଇଁ ମରାଠୀ ଫିଲ୍ମ ‘ଦେବା’କୁ ପ୍ରାଇମ୍‌ […]

salmanimage

salmanimage

Ordigital Desk
  • Published: Wednesday, 20 December 2017
  • Updated: 20 December 2017, 05:16 PM IST

Sports

Latest News

ମୁମ୍ବାଇ: ଫିଲ୍ମକୁ ନେଇ ବିରୋଧ ପ୍ରଦର୍ଶନ କରିବା କିଛି ନୂଆ କଥା ନୁହେଁ। କିଛି ଦିନ ପୂର୍ବରୁ ‘ପଦ୍ମାବତୀ’କୁ ନେଇ ବିରୋଧ ଜାରି ରହିଥିଲା। ଏବେ ପାଳି ପଡ଼ିଛି ସଲ୍‌ମାନଙ୍କ ଅପକମିଂ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ର। ଅବଶ୍ୟ ସମସ୍ୟାଟି କେବଳ ମହାରାଷ୍ଟ୍ରରେ ଉପୁଜିଛି।

କଥା ହେଉଛି ଏହି ଫିଲ୍ମଟି ଯେଉଁ ଦିନ ରିଲିଜ୍‌ ହେବ ସେଇ ଦିନ ମରାଠୀ ଫିଲ୍ମ ‘ଦେବା’ ମଧ୍ୟ ରିଲିଜ୍‌ ହେବ। ସଲମାନଙ୍କ ଫିଲ୍ମ ପାଇଁ ମରାଠୀ ଫିଲ୍ମ ‘ଦେବା’କୁ ପ୍ରାଇମ୍‌ ଟାଇମ୍‌ ଶୋ’ ମିଳିନାହିଁ। ସେଥିପାଇଁ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ନେତା  ଶାଲିନୀ ଠାକ୍‌ରେ ଧମକ ଦେଇଛନ୍ତି। ସେ କହିଛନ୍ତି,‘‘ମରାଠୀ ଫିଲ୍ମକୁ ପ୍ରାଇମ୍‌ ଟାଇମ୍‌ ଶୋ’ ମିଳିବା କଥା। ‘ଦେବା’କୁ ‘ଟାଇଗର ଜିନ୍ଦା ହୈ’ ଭଳି ଗୁରୁତ୍ୱ ଦିଆଯାଉନାହିଁ। ଯଦି ହିନ୍ଦୀ ଫିଲ୍ମ ପାଇଁ ମରାଠୀ ଫିଲ୍ମ ଉପରେ କୌଣସି ପ୍ରଭାବ ପଡ଼େ ତେବେ ମୁଁ ତାକୁ ନିହାତି ବିରୋଧ କରିବି।’’

ସେହିଭଳି ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ ଠାକରେ ମୁମ୍ବାଇର ଥିଏଟର ମାଲିକଙ୍କୁ ଧମକ ଦେଲା ଭଳି ଚିଠି ଲେଖିଛନ୍ତି। ଯଦି ମରାଠି ଫିଲ୍ମ ‘ଦେବା’କୁ ପ୍ରାଇମ୍‌ ଟାଇମ୍‌ରେ ପ୍ରଦର୍ଶନ କରା ନଯିବ, ତା’ହେଲେ ସେ ସଲମାନଙ୍କ ଫିଲ୍ମକୁ କୌଣସି ଥିଏଟରରେ ଚାଲିବାକୁ ଦେବେ ନାହିଁ ବୋଲି ଲେଖିଛନ୍ତି।

ଡିସେମ୍ବର ୨୨ରେ ସଲମାନ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ ଓ ମରାଠୀ ଫିଲ୍ମ ‘ଦେବା’ ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story