ମୁହଁ ଲୁଚାଇବାକୁ ମୋବାଇଲ୍ ମନା

ମୁମ୍ବାଇ: ସୁପରଷ୍ଟାର୍ ସଲମାନ୍ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ଦବଙ୍ଗ ୩’ର ଶୁଟିଂ ଜୋରସୋରରେ ଚାଲିଛି। ହେଲେ ଏହି ଫିଲ୍ମ ପାଇଁ ଦବଙ୍ଗ ଷ୍ଟାର ଏକ କଟକଣା ଜାରି କରିଛନ୍ତି। ତାଙ୍କ ନିର୍ଦ୍ଦେଶ ଅନୁସାରେ, ଶୁଟିଂ ସେଟ୍‌ରେ କେହି ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ ନାହିଁ। ଏକ ରିପୋର୍ଟ ଅନୁଯାୟୀ, ଭାଇଜାନ୍ ଏଭଳି କଟକଣା ଜାରି କରିବା ପଛରେ ଏକ ବିଶେଷ କାରଣ ରହିଛି। ଆପଣମାନେ ଜାଣିଥିବେ, ମହେଶ ମଞ୍ଜରେକରଙ୍କ ଝିଅ ସାଈ ଏହି ଫିଲ୍ମରେ ଅଭିନୟ କରୁଛନ୍ତି। […]

salman

salman

Jitendra Garnayak
  • Published: Friday, 09 August 2019
  • Updated: 09 August 2019, 01:06 PM IST

Sports

Latest News

ମୁମ୍ବାଇ: ସୁପରଷ୍ଟାର୍ ସଲମାନ୍ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ଦବଙ୍ଗ ୩’ର ଶୁଟିଂ ଜୋରସୋରରେ ଚାଲିଛି। ହେଲେ ଏହି ଫିଲ୍ମ ପାଇଁ ଦବଙ୍ଗ ଷ୍ଟାର ଏକ କଟକଣା ଜାରି କରିଛନ୍ତି। ତାଙ୍କ ନିର୍ଦ୍ଦେଶ ଅନୁସାରେ, ଶୁଟିଂ ସେଟ୍‌ରେ କେହି ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ ନାହିଁ।

ଏକ ରିପୋର୍ଟ ଅନୁଯାୟୀ, ଭାଇଜାନ୍ ଏଭଳି କଟକଣା ଜାରି କରିବା ପଛରେ ଏକ ବିଶେଷ କାରଣ ରହିଛି। ଆପଣମାନେ ଜାଣିଥିବେ, ମହେଶ ମଞ୍ଜରେକରଙ୍କ ଝିଅ ସାଈ ଏହି ଫିଲ୍ମରେ ଅଭିନୟ କରୁଛନ୍ତି। ସଲ୍‌ମାନ୍ ତାଙ୍କରି ମୁହଁ ଲୁଚାଇବା ପାଇଁ ଚାହୁଁଛନ୍ତି। ଅର୍ଥାତ୍‌ ଫିଲ୍ମରେ ସାଈଙ୍କ ଲୁକ୍ ଏବେଠାରୁ ବାହାରକୁ ନଯାଉ ବୋଲି ସେ ଚାହୁଁଛନ୍ତି।

ଏହି ଫିଲ୍ମଟି ଯେତେବେଳେ ଫ୍ଲାସ୍‌ବ୍ୟାକ୍‌ରେ ଥିବ ସେତେବେଳେ ସଲ୍‌ମାନ୍ ଯୁବକ ଥିବେ ଓ ସେତେବେଳେ ସାଈ ତାଙ୍କ ପ୍ରେମିକା ହୋଇଥିବେ। ଯୁବକ ଭୂମିକାରେ ଅଭିନୟ ପାଇଁ ସଲ୍‌ମାନ୍ ୮ କିଲୋ ଓଜନ କମାଇଥିବା ଜଣାପଡ଼ିଛି।

[caption id="attachment_417964" align="aligncenter" width="750"]khansaheb ସାଈ ମଞ୍ଜରେକର[/caption]

‘ଦବଙ୍ଗ ୩’ରେ ସଲ୍‌ମାନ୍‌ ଓ ସାଈଙ୍କ ସହିତ ସୋନାକ୍ଷୀ ସିହ୍ନା ଓ ସୁଦୀପ ପ୍ରମୁଖ ଅଭିନୟ କରୁଛନ୍ତି। ସୋନାକ୍ଷୀ ଏଥିରେ ସଲ୍‌ମାନ୍‌ଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି। କନ୍ନଡ଼ ଅଭିନେତା ସୁଦୀପ ଏଥିରେ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି।

‘ଦବଙ୍ଗ ୩’ର ନିର୍ଦ୍ଦେଶନା ଦେଉଛନ୍ତି ପ୍ରଭୁଦେବା। ଫିଲ୍ମଟି ଚଳିତ ବର୍ଷ ଡିସେମ୍ବର ୨୦ ତାରିଖରେ ରିଲିଜ୍ ହେବ। ଏହା ପୂର୍ବରୁ ‘ଦବଙ୍ଗ’ ସିରିଜ୍‌ର ଦୁଇଟି ଯାକ ଫିଲ୍ମ ସୁପର୍‌ହିଟ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story