ଏସିଆର ସେକ୍ସିଏଷ୍ଟ ମହିଳାର ପ୍ରଥମ ସ୍ଥାନରେ ଦୀପିକା

ମୁମ୍ବାଇ: ଏସିଆର ସେକ୍ସିଏଷ୍ଟ ମହିଳାର ସ୍ଥାନ ହାସଲ କରିଛନ୍ତି ବଲିଉଡ ହିରୋଇନ୍‌ ଦିପୀକା ପାଦୁକୋନ୍‌। ଏହି ପ୍ରତିଯୋଗିତାରେ ସେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ପଛରେ ପକାଇ ଦେଇଛନ୍ତି। ଦିପୀକା ଏହି ପୁରସ୍କାର ପ୍ରଥମଥର ପାଇଁ ଜିତିଛନ୍ତି। ଏଥିପାଇଁ ସେ ବେଶ୍‌ ଉତ୍ସାହିତ ଥିବା ସହ ସେକ୍ସି ଶବ୍ଦକୁ ଶାରୀରିକ ଭାବେ ଆକର୍ଷିତ ଦେଖାଯିବା ନୁହେଁ ବରଂ ନିଜ ଭିତରେ ଥିବା ଆତ୍ମବିଶ୍ୱାସ କୁ ବୁଝନ୍ତି ବୋଲି କହିଛନ୍ତି। ତାଲିକାରେ ଦୀପିକାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ପ୍ରିୟଙ୍କା […]

dp-pc

Rakesh Mallick
  • Published: Thursday, 08 December 2016
  • , Updated: 08 December 2016, 08:58 PM IST

ମୁମ୍ବାଇ: ଏସିଆର ସେକ୍ସିଏଷ୍ଟ ମହିଳାର ସ୍ଥାନ ହାସଲ କରିଛନ୍ତି ବଲିଉଡ ହିରୋଇନ୍‌ ଦିପୀକା ପାଦୁକୋନ୍‌। ଏହି ପ୍ରତିଯୋଗିତାରେ ସେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ପଛରେ ପକାଇ ଦେଇଛନ୍ତି।

ଦିପୀକା ଏହି ପୁରସ୍କାର ପ୍ରଥମଥର ପାଇଁ ଜିତିଛନ୍ତି। ଏଥିପାଇଁ ସେ ବେଶ୍‌ ଉତ୍ସାହିତ ଥିବା ସହ ସେକ୍ସି ଶବ୍ଦକୁ ଶାରୀରିକ ଭାବେ ଆକର୍ଷିତ ଦେଖାଯିବା ନୁହେଁ ବରଂ ନିଜ ଭିତରେ ଥିବା ଆତ୍ମବିଶ୍ୱାସ କୁ ବୁଝନ୍ତି ବୋଲି କହିଛନ୍ତି।

ତାଲିକାରେ ଦୀପିକାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ପ୍ରିୟଙ୍କା ରହିଛନ୍ତି। ଏହି ତାଲିକାରେ ଆଲିଆ ଭଟ୍ଟ ୫ମ ସ୍ଥାନରେ ଥିବାବେଳେ କ୍ୟାଟ୍ରିନା ଏବଂ ସୋନମ କପୁର ଯଥାକ୍ରମେ ୭ମ ଓ ୮ମ ସ୍ଥାନରେ ରହିଛନ୍ତି।

Related story