‘ମାଇଁ ନେମ୍‌ ଇଜ୍‌ ଲକ୍ଷ୍ମନ’ରେ ନଜର ଆସିବେ ରଣବୀର ସିଂହ

ମୁମ୍ବାଇ: ବଲିଉଡ୍‌ ଅଭିନେତା  ରଣବୀର ସିଂହଙ୍କୁ  ଆଗାମୀ ଫିଲ୍ମ ‘ମାଇଁ ନେମ୍‌ ଇଜ୍‌ ଲକ୍ଷ୍ମନ’ ରେ ଦେଖିବାକୁ ମିଳିବ। ‘ରାମ ଲକ୍ଷ୍ମନ’ର  ରିମେକ୍  ବନାଇବା ପାଇଁ ରୋହିତ ସେଟ୍ଟୀଙ୍କ ଇଚ୍ଛା ଥିଲା । କିନ୍ତୁ ‘ମାଇଁ ନେମ୍‌ ଇଜ୍‌ ଲକ୍ଷ୍ମନ’ ତେଲୁଗୁର ସୁପରହିଟ୍‌ ଫିଲ୍ମ ‘ଟେମ୍ପର’ ରିମେକ୍‌ ହେବ।  ଗତବର୍ଷ ‘ଟେମ୍ପର’ ସୁପରହିଟ୍‌ ଫିଲ୍ମ ହୋଇଥିଲା। ରଣବୀର ସିଂହ ‘ଗୋଲମାଲ’ ସୁଟିଂ ଶେଷ ପରେ ‘ମାଇଁ ନେମ୍‌ ଇଜ୍‌ ଲକ୍ଷ୍ମନ’ ଫିଲ୍ମର ସୁଟିଂ କରିବେ।    

ranveer

Rakesh Mallick
  • Published: Sunday, 05 February 2017
  • , Updated: 05 February 2017, 04:28 PM IST

ମୁମ୍ବାଇ: ବଲିଉଡ୍‌ ଅଭିନେତା  ରଣବୀର ସିଂହଙ୍କୁ  ଆଗାମୀ ଫିଲ୍ମ ‘ମାଇଁ ନେମ୍‌ ଇଜ୍‌ ଲକ୍ଷ୍ମନ’ ରେ ଦେଖିବାକୁ ମିଳିବ। ‘ରାମ ଲକ୍ଷ୍ମନ’ର  ରିମେକ୍  ବନାଇବା ପାଇଁ ରୋହିତ ସେଟ୍ଟୀଙ୍କ ଇଚ୍ଛା ଥିଲା । କିନ୍ତୁ ‘ମାଇଁ ନେମ୍‌ ଇଜ୍‌ ଲକ୍ଷ୍ମନ’ ତେଲୁଗୁର ସୁପରହିଟ୍‌ ଫିଲ୍ମ ‘ଟେମ୍ପର’ ରିମେକ୍‌ ହେବ।  ଗତବର୍ଷ ‘ଟେମ୍ପର’ ସୁପରହିଟ୍‌ ଫିଲ୍ମ ହୋଇଥିଲା।

ରଣବୀର ସିଂହ ‘ଗୋଲମାଲ’ ସୁଟିଂ ଶେଷ ପରେ ‘ମାଇଁ ନେମ୍‌ ଇଜ୍‌ ଲକ୍ଷ୍ମନ’ ଫିଲ୍ମର ସୁଟିଂ କରିବେ।

 

 

Related story