ନାଳନ୍ଦା ଖଣ୍ଡହର ଦେଖିବାକୁ ପହଁଞ୍ଚିଲେ ସଲମାନଙ୍କ ପରିବାର

ମୁମ୍ବାଇ: ନାଳନ୍ଦା ଖଣ୍ଡହର ବୁଲି ଦେଖିଛନ୍ତି ସଲମାନଙ୍କ ପରିବାର। ସଲମାନଙ୍କ ମା ସୁଶୀଲା, ଭଉଣୀ ଅଲବୀରା ଖାନ୍ ଏବଂ ଭେଣେଇ ଅତୁଲ ଅଗ୍ନିହୋତ୍ରୀ ନାଳନ୍ଦା ଖଣ୍ଡହରକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜ୍ଞାନର ନଗରୀକୁ ଆସି ଜୀବନ ଧନ୍ୟ ହୋଇଗଲା ବୋଲି କହିଛନ୍ତି ସଲମାନଙ୍କ ପରିବାର। ଖଣ୍ଡହରର ପ୍ରତ୍ୟେକଟି ଜିନିଷକୁ ଛୋଟ ପିଲାଙ୍କ ପରି ହାତ ମାରି ଦେଖିବା କଥା ମଧ୍ୟ ସେମାନେ କହିଛନ୍ତି। ଏହାପରେ ପୁରା ପରିବାର ପାଟଣା ସିଟିର ହରମନ୍ଦିର ଯାଇ ସେଠାରେ ଗୁରୁ ଗୋବିନ୍ଦ […]

salman

Rakesh Mallick
  • Published: Tuesday, 22 November 2016
  • , Updated: 22 November 2016, 04:10 PM IST

ମୁମ୍ବାଇ: ନାଳନ୍ଦା ଖଣ୍ଡହର ବୁଲି ଦେଖିଛନ୍ତି ସଲମାନଙ୍କ ପରିବାର। ସଲମାନଙ୍କ ମା ସୁଶୀଲା, ଭଉଣୀ ଅଲବୀରା ଖାନ୍ ଏବଂ ଭେଣେଇ ଅତୁଲ ଅଗ୍ନିହୋତ୍ରୀ ନାଳନ୍ଦା ଖଣ୍ଡହରକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜ୍ଞାନର ନଗରୀକୁ ଆସି ଜୀବନ ଧନ୍ୟ ହୋଇଗଲା ବୋଲି କହିଛନ୍ତି ସଲମାନଙ୍କ ପରିବାର।

ଖଣ୍ଡହରର ପ୍ରତ୍ୟେକଟି ଜିନିଷକୁ ଛୋଟ ପିଲାଙ୍କ ପରି ହାତ ମାରି ଦେଖିବା କଥା ମଧ୍ୟ ସେମାନେ କହିଛନ୍ତି। ଏହାପରେ ପୁରା ପରିବାର ପାଟଣା ସିଟିର ହରମନ୍ଦିର ଯାଇ ସେଠାରେ ଗୁରୁ ଗୋବିନ୍ଦ ଜୀଙ୍କ ଦର୍ଶନ କରିଛନ୍ତି। ବିଶ୍ୱ ହେରିଟେଜ୍‌ ସାଇଟ୍‌ରେ ନାଳନ୍ଦା ସାମିଲ ହେବା ପରେ ଏହାକୁ ଦେଖିବାର ଇଚ୍ଛା ଶେଷରେ ପୁରା ହୋଇଛି ବୋଲି ସଲମାନଙ୍କ ଭଉଣୀ କହିଛନ୍ତି।

Related story