ବନ୍ଧୁକ ଧରି ରାସ୍ତାକୁ ଓହ୍ଲାଇଲେ ନୱାଜୁଦ୍ଦିନ ସିଦ୍ଧିକି

ମୁମ୍ବାଇ: ନୱାଜୁଦ୍ଦିନ ସିଦ୍ଧିକିଙ୍କୁ ଏକ  ଅଦ୍ଭୁତ ଚରିତ୍ରରେ ଦେଖିବାକୁ ମିଳିବ। ଆଖିରେ କଳା ଚଷମା, ଖୋଲା ସାର୍ଟ ଓ ଲୁଙ୍ଗି ପିନ୍ଧି ଗୋଟେ ହାତରେ ବନ୍ଧୁକ ଓ ଆଉ ଏକ ହାତରେ ଡବା( ଯେଉଁ ଡବାକୁ ସାଧାରଣତଃ ଲୋକେ ଟଏଲେଟ ନେଇ ଯାଆନ୍ତି) ଏମିତି ଆବସ୍ତାରେ ରାସ୍ତା ଉପରକୁ ଆସି ସେ ଲୋକ ମାନଙ୍କୁ ଡରାଉଛନ୍ତି। କିନ୍ତୁ ଲୋକେ ଡରିବା ପରିବର୍ତ୍ତେ ତାଙ୍କ ଫଟୋ ଉଠାଉଛନ୍ତି। ପ୍ରକୃତ କଥା ହେଲା ନୱାଜୁଦ୍ଦିନଙ୍କ ଆଗାମୀ ଫିଲ୍ମର ନାଁ ହେଲା […]

nawajudin

nawajudin

Rakesh Mallick
  • Published: Wednesday, 12 July 2017
  • Updated: 12 July 2017, 05:50 PM IST

ମୁମ୍ବାଇ: ନୱାଜୁଦ୍ଦିନ ସିଦ୍ଧିକିଙ୍କୁ ଏକ  ଅଦ୍ଭୁତ ଚରିତ୍ରରେ ଦେଖିବାକୁ ମିଳିବ। ଆଖିରେ କଳା ଚଷମା, ଖୋଲା ସାର୍ଟ ଓ ଲୁଙ୍ଗି ପିନ୍ଧି ଗୋଟେ ହାତରେ ବନ୍ଧୁକ ଓ ଆଉ ଏକ ହାତରେ ଡବା( ଯେଉଁ ଡବାକୁ ସାଧାରଣତଃ ଲୋକେ ଟଏଲେଟ ନେଇ ଯାଆନ୍ତି) ଏମିତି ଆବସ୍ତାରେ ରାସ୍ତା ଉପରକୁ ଆସି ସେ ଲୋକ ମାନଙ୍କୁ ଡରାଉଛନ୍ତି। କିନ୍ତୁ ଲୋକେ ଡରିବା ପରିବର୍ତ୍ତେ ତାଙ୍କ ଫଟୋ ଉଠାଉଛନ୍ତି। ପ୍ରକୃତ କଥା ହେଲା ନୱାଜୁଦ୍ଦିନଙ୍କ ଆଗାମୀ ଫିଲ୍ମର ନାଁ ହେଲା ବାବୁମୋସାୟୀ ବନ୍ଧୁକ୍‌ବାଜର। ଫିଲ୍ମରେ ତାଙ୍କ ଚରିତ୍ର ଏଭଳି ରହିଛି। କୃଷ୍ଣ ନନ୍ଦି ଦ୍ୱାରା ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ନୱାଜୁଦ୍ଦିନ ସିଦ୍ଧିକି ଗୋଟେ କଣ୍ଟ୍ରାକ୍ଟ କିଲର ଭୂମିକାରେ ନଜର ଆସିବେ। 11ଜୁଲାଇ ଦିନ ଟ୍ରେଲର ଲଞ୍ଚ ପାଇଁ ସେ ବିଦିତା ବେଗଙ୍କ ସହ ରିକ୍ସାରେ ଦେଖାଦେଇଥିଲେ। । ଏହି ଫିଲ୍ମଟି 25 ଅଗଷ୍ଟରେ ରିଲିଜ ହେବାକୁଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos