ବାହାଘର ପାର୍ଟିରେ ନାଚି ଟଙ୍କା ରୋଜଗାର କରୁଥିଲେ ନୱାଜୁଦ୍ଦିନ ସିଦ୍ଦିକି

ମୁମ୍ବାଇ: ବଲିଉଡ ଜଗତ ଏପରି ଏକ କ୍ଷେତ୍ର ଯେଉଁଠି ନିଜକୁ ପ୍ରତିଷ୍ଠିତ କରିବାକୁ ସମସ୍ତେ ଚାହିଁଥାନ୍ତି। ଏଥିପାଇଁ କରିବାକୁ ପଡ଼ିଥାଏ ଲମ୍ବା ଷ୍ଟଗ୍ରଲ। ପରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଥାନ୍ତି। ବିନା ଭାଗ୍ୟରେ ବି-ଟାଉନରେ ତିଷ୍ଠିବା କଷ୍ଟକର ହୋଇଥାଏ। ବଲିଉଡର ଏପରି ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି। ନିଜ ସଂପର୍କରେ ଖୋଲିଛନ୍ତି ଏକ ରାଜ । ପୁଣି  ନିଜ ଜୀବନ ସଂପର୍କରେ । ସେ କହିଛନ୍ତି, “ମୁଁ ଛୋଟ ଥିଲାବେଳେ ମୋ ସାଙ୍ଗମାନଙ୍କ ସହ  ବାହାଘର ପାର୍ଟିରେ ନାଚିଥାଏ। ଲୋକମାନେ […]

nawazuddin-siddiqui

Rakesh Mallick
  • Published: Tuesday, 04 July 2017
  • , Updated: 04 July 2017, 01:50 PM IST

ମୁମ୍ବାଇ: ବଲିଉଡ ଜଗତ ଏପରି ଏକ କ୍ଷେତ୍ର ଯେଉଁଠି ନିଜକୁ ପ୍ରତିଷ୍ଠିତ କରିବାକୁ ସମସ୍ତେ ଚାହିଁଥାନ୍ତି। ଏଥିପାଇଁ କରିବାକୁ ପଡ଼ିଥାଏ ଲମ୍ବା ଷ୍ଟଗ୍ରଲ। ପରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଥାନ୍ତି। ବିନା ଭାଗ୍ୟରେ ବି-ଟାଉନରେ ତିଷ୍ଠିବା କଷ୍ଟକର ହୋଇଥାଏ। ବଲିଉଡର ଏପରି ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି। ନିଜ ସଂପର୍କରେ ଖୋଲିଛନ୍ତି ଏକ ରାଜ । ପୁଣି  ନିଜ ଜୀବନ ସଂପର୍କରେ । ସେ କହିଛନ୍ତି, “ମୁଁ ଛୋଟ ଥିଲାବେଳେ ମୋ ସାଙ୍ଗମାନଙ୍କ ସହ  ବାହାଘର ପାର୍ଟିରେ ନାଚିଥାଏ। ଲୋକମାନେ ମୋ ନାଚ ଦେଖି  ଖୁସି ହୋଇଯାଇଥାନ୍ତି ଓ ମୋତେ ପଇସା ଦେଇଥାନ୍ତି। ୨ରୁ ୩ ଟଙ୍କା ନାଚି ରୋଜଗାର କରିଥାଏ।”

ନୱାଜୁଦ୍ଦିନ ଗରିବ ପରିବାରରେ ଜନ୍ମ ହୋଇଥିଲେ। ପରିବାରରର ଭରଣପୋଷଣ କରିବା ପାଇଁ ତାଙ୍କୁ ଛୋଟବେଳରୁ ଚାକିରି କରିବାକୁ ପଡ଼ିଥିଲା।

Related story