୬ ବର୍ଷ ପରେ ଗୁମର ଖୋଲିଲେ ନୀତୁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୀତୁ ଚନ୍ଦ୍ରା ଓ ରଣଦୀପ୍‌ ହୁଡ୍ଡାଙ୍କ ବ୍ରେକ୍‌ଅପ୍‌କୁ ଇତି ମଧ୍ୟରେ ଛଅ ବର୍ଷ ବିତିଗଲାଣି। ଆଉ ୬ ବର୍ଷ ପରେ ସେମାନଙ୍କ ବ୍ରେକ୍‌ଅପ୍‌ର ଗୁମର ଖୋଲିଛନ୍ତି ନୀତୁ। ତାଙ୍କ କଥାରୁ ଜଣାପଡ଼ୁଛି ଦୁହେଁ ନିଜ ନିଜ କ୍ୟାରିଅରକୁ ଅଧିକ ଗୁରୁତ୍ୱ ଦେବାରୁ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା। ସେ କହିଛନ୍ତି,“ଆମେ ପରସ୍ପରକୁ ବହୁତ ସମ୍ମାନ କରୁ। ଆମେ ଭଲ ବନ୍ଧୁ ଓ ଆମ ମଧ୍ୟରେ ଭଲ ତାଳମେଳ ରହିଛି। ମୁଁ ମୋ ପରିବାର […]

neetuchandra1

neetuchandra1

Jitendra Garnayak
  • Published: Saturday, 24 August 2019
  • Updated: 24 August 2019, 06:10 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୀତୁ ଚନ୍ଦ୍ରା ଓ ରଣଦୀପ୍‌ ହୁଡ୍ଡାଙ୍କ ବ୍ରେକ୍‌ଅପ୍‌କୁ ଇତି ମଧ୍ୟରେ ଛଅ ବର୍ଷ ବିତିଗଲାଣି। ଆଉ ୬ ବର୍ଷ ପରେ ସେମାନଙ୍କ ବ୍ରେକ୍‌ଅପ୍‌ର ଗୁମର ଖୋଲିଛନ୍ତି ନୀତୁ। ତାଙ୍କ କଥାରୁ ଜଣାପଡ଼ୁଛି ଦୁହେଁ ନିଜ ନିଜ କ୍ୟାରିଅରକୁ ଅଧିକ ଗୁରୁତ୍ୱ ଦେବାରୁ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା।

ସେ କହିଛନ୍ତି,“ଆମେ ପରସ୍ପରକୁ ବହୁତ ସମ୍ମାନ କରୁ। ଆମେ ଭଲ ବନ୍ଧୁ ଓ ଆମ ମଧ୍ୟରେ ଭଲ ତାଳମେଳ ରହିଛି। ମୁଁ ମୋ ପରିବାର ଓ ପ୍ରଫେସନ୍‌କୁ ପ୍ରାଥମିକତା ଦେଉଥିଲି। ସେ (ରଣଦୀପ) ବି ତାଙ୍କ କ୍ୟାରିଅରକୁ ପ୍ରାଥମିକତା ଦେଉଥିଲେ। ଦୁଇ ଜଣଙ୍କ ଲକ୍ଷ୍ୟ ସମାନ ଥିଲା। ବୋଧହୁଏ ସେଥିପାଇଁ ଆଉ ସମ୍ପର୍କ ଆଗକୁ ବଢ଼ିପାରିଲା ନାହିଁ।”

neetu12ରଣଦୀପ୍‌ଙ୍କୁ ପ୍ରଶଂସା କରି ନୀତୁ କହିଛନ୍ତି ଯେ, ପ୍ରଫେସନ୍‌କୁ କେମିତି ଗମ୍ଭୀରତାର ସହିତ ନିଆଯିବା ଉଚିତ୍,ତାହା ସେ ତାଙ୍କଠାରୁ ହିଁ ଶିଖିଛନ୍ତି।

ସେ ଆହୁରି କହିଛନ୍ତି,“ତାଙ୍କ ସହିତ ମୋର କେବେ ଝଗଡ଼ା ହୋଇ ନଥିଲା। ଆମେ ଭାବିଚିନ୍ତି ଠିକ୍ ନିଷ୍ପତ୍ତି ନେଇଥିଲୁ ଓ ନିଜ ନିଜ ବାଟରେ ଯାଇଥିଲୁ। ମୁଁ ବହୁତ କମ୍ କାମ କରେ। କିନ୍ତୁ ଭଲ କାମ କରେ।”

randeepସୂଚନାଯୋଗ୍ୟ,‘ଗରମ୍ ମସାଲା’, ‘ଟ୍ରାଫିକ୍‌ ସିଗ୍‌ନାଲ୍‌’, ‘ଓୟେ ଲକି! ଓୟେ ଲକି!’ ଭଳି ହିନ୍ଦୀ ଫିଲ୍ମରେ କାମ କରିଥିବା ନୀତୁ କିଛି ତେଲୁଗୁ ଓ ତାମିଲ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେହିପରି ରଣଦୀପ ୨୫ରୁ ଅଧିକ ବଲିଉଡ୍‌ ଫିଲ୍ମରେ ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story