ୱେବ୍‌ ସିରିଜରେ ଦେଖାଦେବେ ସୈଫ ଅଲ୍ଲୀ ଖାନ

ଆମେରିକାରର ଜଣାଶୁଣା ଅନଲାଇନ ଏଣ୍ଟରଟେନ୍‌ମେଣ୍ଟ ପ୍ଳାଟଫର୍ମ ‘ନେଟଫ୍ଳିକ୍ସ’ ପ୍ରଥମ ଭାରତୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ସିରିଜର ନାଁ ରହିଛି ସାକ୍ରିଡ୍‌ ଗେମ୍ସ। ଏହି ସିରିଜ ପାଇଁ ‘ନେଟଫ୍ଳିକ୍ସ’ ସୈଫ ଅଲ୍ଲୀ ଖାନଙ୍କୁ ବାଛିଛନ୍ତି। ‘ନେଟଫ୍ଳିକ୍ସ’ ଟ୍ୱିଟରରେ ସୈଫଙ୍କ ନାଁ ଘୋଷଣା କରିଛି। ନେଟଫ୍ଳିକ୍ସ ଅନୁରାଗ କଶ୍ୟପଙ୍କର ପ୍ରଡକ୍ସମ କମ୍ପାନୀ ଫାନ୍ଟମ ଫିଲ୍ମସ୍ ସହିତ ମିଶି ଏହି ସିରିଜର ନିର୍ମାଣ କରୁଛି। ସୈଫଙ୍କ ଅଭିନୟ ଏଥିରେ ରୋଚକ ରହିବ ବୋଲି ସମସ୍ତଙ୍କର ଆଶା ରହିଛି। କାରଣ ଅନେକ […]

saif

saif

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 04:09 PM IST

Sports

Latest News

ଆମେରିକାରର ଜଣାଶୁଣା ଅନଲାଇନ ଏଣ୍ଟରଟେନ୍‌ମେଣ୍ଟ ପ୍ଳାଟଫର୍ମ ‘ନେଟଫ୍ଳିକ୍ସ’ ପ୍ରଥମ ଭାରତୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ସିରିଜର ନାଁ ରହିଛି ସାକ୍ରିଡ୍‌ ଗେମ୍ସ। ଏହି ସିରିଜ ପାଇଁ ‘ନେଟଫ୍ଳିକ୍ସ’ ସୈଫ ଅଲ୍ଲୀ ଖାନଙ୍କୁ ବାଛିଛନ୍ତି।

‘ନେଟଫ୍ଳିକ୍ସ’ ଟ୍ୱିଟରରେ ସୈଫଙ୍କ ନାଁ ଘୋଷଣା କରିଛି। ନେଟଫ୍ଳିକ୍ସ ଅନୁରାଗ କଶ୍ୟପଙ୍କର ପ୍ରଡକ୍ସମ କମ୍ପାନୀ ଫାନ୍ଟମ ଫିଲ୍ମସ୍ ସହିତ ମିଶି ଏହି ସିରିଜର ନିର୍ମାଣ କରୁଛି। ସୈଫଙ୍କ ଅଭିନୟ ଏଥିରେ ରୋଚକ ରହିବ ବୋଲି ସମସ୍ତଙ୍କର ଆଶା ରହିଛି। କାରଣ ଅନେକ ଫିଲ୍ମ କରିବା ପରେ ପ୍ରଥମ ଥର ପାଇଁ ସେ ଏକ ୱେବ୍‌ ସିରିଜ କରିବା ପାଇଁ ଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story