ଗୋଲଡେନ ଗ୍ଲୋବ ଆୱାର୍ଡ ପାର୍ଟିରେ ଦୀପିକାଙ୍କ ନୂଆ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚ୍ରୋପାଙ୍କ ପରେ ଏବେ ଗୋଲଡେନ ଗ୍ଲୋବ ଆୱାର୍ଡରେ ଧୂମ ମଚାଇଛନ୍ତି ଦୀପିକା ପାଦୁକୋନ। ଆୱାର୍ଡ ଆୟୋଜକଙ୍କ ପକ୍ଷରୁ ହୋଇଥିବା ଏକ ପାର୍ଟିରେ ଦୀପିକାଙ୍କୁ ହଳଦିଆର ରଙ୍ଗର ଗାଉନରେ ଦେଖିବାକୁ ମିଳିଥିଲା। ଏହାର କିଛି ଫଟୋ ଦୀପିକା ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଦୀପିକାଙ୍କ ହଲିଉଡ୍‌ ଫିଲ୍ମ ‘ଏକ୍ସଏକ୍ସଏକ୍ସ: ଦ ଜେଣ୍ଡର କେଜ’ ନଜରକୁ ଆସିବେ। ନିକଟରେ ୭୪ତମ ଗୋଲଡେନ୍‌ ଗ୍ଲୋବ୍‌ ଆୱାର୍ଡରେ ପ୍ରିୟଙ୍କାଙ୍କୁ ରେଡ୍‌ କାର୍ପେଟରେ ଦେଖିବାକୁ ମିଳିଥିଲା। ଏହି ଆୱାର୍ଡ […]

deepika-padukone

Rakesh Mallick
  • Published: Monday, 09 January 2017
  • , Updated: 09 January 2017, 07:45 PM IST

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚ୍ରୋପାଙ୍କ ପରେ ଏବେ ଗୋଲଡେନ ଗ୍ଲୋବ ଆୱାର୍ଡରେ ଧୂମ ମଚାଇଛନ୍ତି ଦୀପିକା ପାଦୁକୋନ। ଆୱାର୍ଡ ଆୟୋଜକଙ୍କ ପକ୍ଷରୁ ହୋଇଥିବା ଏକ ପାର୍ଟିରେ ଦୀପିକାଙ୍କୁ ହଳଦିଆର ରଙ୍ଗର ଗାଉନରେ ଦେଖିବାକୁ ମିଳିଥିଲା। ଏହାର କିଛି ଫଟୋ ଦୀପିକା ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ଦୀପିକାଙ୍କ ହଲିଉଡ୍‌ ଫିଲ୍ମ ‘ଏକ୍ସଏକ୍ସଏକ୍ସ: ଦ ଜେଣ୍ଡର କେଜ’ ନଜରକୁ ଆସିବେ।

ନିକଟରେ ୭୪ତମ ଗୋଲଡେନ୍‌ ଗ୍ଲୋବ୍‌ ଆୱାର୍ଡରେ ପ୍ରିୟଙ୍କାଙ୍କୁ ରେଡ୍‌ କାର୍ପେଟରେ ଦେଖିବାକୁ ମିଳିଥିଲା। ଏହି ଆୱାର୍ଡ ଶୋରେ ପ୍ରିୟଙ୍କା ଭି ନେକ୍‌ଫୁଲ୍‌ ସ୍ଲିଭ୍ ଗୋଲଡେନ୍‌ ଗାଉନରେ ଖୁବ୍‌ ଆକଅର୍ଷଣୀୟ ଦେଖାଯାଉଥିଲେ। ତାଙ୍କର ଏହି ଗ୍ଲାମର ଲୁକ୍‌ ହଲିଉଡ ଅଭିନେତ୍ରୀଙ୍କୁ ଟକ୍କର ଦେଉଥିଲା।

Related story