ନୂଆବର୍ଷରେ ପରଦାକୁ ଆସିଲା ‘ନିଝୁମ ରାତିର ସାଥୀ’

ଭୁବନେଶ୍ୱର: ନୂଆବର୍ଷରେ ପରଦାକୁ ଆସିଛି ନୂଆ ଓଡ଼ିଆ ଫିଲ୍ମ ‘ନିଝୁମ ରାତିର ସାଥୀ’। ଫିଲ୍ମରେ ରୋମାନ୍ସ ସାଙ୍ଗକୁ ରହିଛି ସସ୍‌ପେନ୍ସ ଥ୍ରୀଲର। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଛନ୍ତି ଚନ୍ଦନ ଓ ଅଭିନେତ୍ରୀ ତମନ୍ନ। ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ଜ୍ୟୋତି, କୁନା ତ୍ରିପାଠୀ ଓ ବିଜୁ ବଡ଼ଜେନା ଭଳି କଳାକାରମାନେ ଏଥିରେ ଅଭିନୟ କରିଛନ୍ତି। ଏସ୍‌.କେ.ଏସ୍‌. ପ୍ରଡକ୍ସନ୍ସ ବ୍ୟାନରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ସଞ୍ଜୟ ନାୟକ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଯୋଜନା ଭାର ନେଇଛନ୍ତି ସନ୍ତୋଷ କୁମାର ସିଂହ। ଭିନ୍ନ […]

film

Rakesh Mallick
  • Published: Sunday, 01 January 2017
  • , Updated: 01 January 2017, 08:40 PM IST

ଭୁବନେଶ୍ୱର: ନୂଆବର୍ଷରେ ପରଦାକୁ ଆସିଛି ନୂଆ ଓଡ଼ିଆ ଫିଲ୍ମ ‘ନିଝୁମ ରାତିର ସାଥୀ’। ଫିଲ୍ମରେ ରୋମାନ୍ସ ସାଙ୍ଗକୁ ରହିଛି ସସ୍‌ପେନ୍ସ ଥ୍ରୀଲର। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଛନ୍ତି ଚନ୍ଦନ ଓ ଅଭିନେତ୍ରୀ ତମନ୍ନ। ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ଜ୍ୟୋତି, କୁନା ତ୍ରିପାଠୀ ଓ ବିଜୁ ବଡ଼ଜେନା ଭଳି କଳାକାରମାନେ ଏଥିରେ ଅଭିନୟ କରିଛନ୍ତି। ଏସ୍‌.କେ.ଏସ୍‌. ପ୍ରଡକ୍ସନ୍ସ ବ୍ୟାନରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ସଞ୍ଜୟ ନାୟକ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଯୋଜନା ଭାର ନେଇଛନ୍ତି ସନ୍ତୋଷ କୁମାର ସିଂହ।

ଭିନ୍ନ ଧରଣର ଏହି କାହାଣୀକୁ ଦର୍ଶକ ବେଶ ପସନ୍ଦ କରିବେ ବୋଲି ପ୍ରଯୋଜକ ଆଶା ରଖିଛନ୍ତି।

Related story