ନୀଲ ତିନିନ ମୁକେଶଙ୍କ ବିବାହ ସମ୍ପନ୍ନ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ନୀଲ ତିନିନ ମୁକେଶଙ୍କ ବିବାହ ସମ୍ପନ୍ନ ହୋଇଛି। ସେ ରୁକ୍ମଣୀ ସହାୟଙ୍କୁ ବିବାହ କରିଛନ୍ତି। ନୀଲଙ୍କ ପରିବାର ଲୋକ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଦୟପୁରରେ ଧୂମ୍‌ଧାମରେ ଏହି ବାହାଘର ହୋଇଛି। ଗତକାଲି ହୋଇଥିବା ମେହେନ୍ଦି ଉତ୍ସବରେ ବଲିଉଡ୍‌ ଅଭିନେତା ଋଷି କପୁର ଯୋଗଦେଇଥିଲେ। ମହେନ୍ଦି ଉତ୍ସବରେ ନୀଲ ଗୋଲ୍ଡେନ୍‌ ରଙ୍ଗର ସେରୱାନି ପରିଧାନ କରିଥିବା ବେଳେ ରୁକ୍ମଣୀ ଗ୍ରୀନ୍‌ ରଙ୍ଗର ଲହେଙ୍ଗା ପିନ୍ଧିଥିଲେ।

nil nitin

Rakesh Mallick
  • Published: Thursday, 09 February 2017
  • , Updated: 09 February 2017, 08:41 PM IST

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ନୀଲ ତିନିନ ମୁକେଶଙ୍କ ବିବାହ ସମ୍ପନ୍ନ ହୋଇଛି। ସେ ରୁକ୍ମଣୀ ସହାୟଙ୍କୁ ବିବାହ କରିଛନ୍ତି। ନୀଲଙ୍କ ପରିବାର ଲୋକ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଦୟପୁରରେ ଧୂମ୍‌ଧାମରେ ଏହି ବାହାଘର ହୋଇଛି।

ଗତକାଲି ହୋଇଥିବା ମେହେନ୍ଦି ଉତ୍ସବରେ ବଲିଉଡ୍‌ ଅଭିନେତା ଋଷି କପୁର ଯୋଗଦେଇଥିଲେ। ମହେନ୍ଦି ଉତ୍ସବରେ ନୀଲ ଗୋଲ୍ଡେନ୍‌ ରଙ୍ଗର ସେରୱାନି ପରିଧାନ କରିଥିବା ବେଳେ ରୁକ୍ମଣୀ ଗ୍ରୀନ୍‌ ରଙ୍ଗର ଲହେଙ୍ଗା ପିନ୍ଧିଥିଲେ।

Related story