ବାହାଘର ପୂର୍ବଦିନ ଖାସ୍‌ ବନ୍ଧୁଙ୍କ ସହ ପାର୍ଟି ରଖିଲେ ନୀଲ୍‌ ଓ ରୁକ୍ମଣୀ

ମୁମ୍ବାଇ: ବଲିଉଡ୍‌ ଚଳଚ୍ଚିତ୍ର ଅଭିନେତା ନୀଲ ନିତିନ ମୁକେଶ ବାହା ହେଉଛନ୍ତି। ବାହାଘର ପୂର୍ବରୁ ଅର୍ଥାତ ଗତକାଲି ସେ ଓ ତାଙ୍କ ଭାବି ପତ୍ନୀ ରୁକ୍ମଣୀ ଉଦୟପୁରରେ ଏକ ପାର୍ଟି ଅୟୋଜନ କରିଥିଲେ। ଏହି ପାର୍ଟିରେ ପରିବାର ବର୍ଗଙ୍କ ସହ କିଛି ଖାସ୍‌ ବନ୍ଧୁ ସାମିଲ ହୋଇଥିଲେ। ପାର୍ଟିରେ ନୀଲ୍‌ ଥ୍ରୀ ପିସ୍‌ ସୁଟ୍‌ ପିନ୍ଧିଥିବା ବେଳେ ରୁକ୍ମଣୀ ଧଳା ଓ ଗୋଲଡେନ୍‌ ରଙ୍ଗର ଗାଉନ୍‌ ପିନ୍ଧିଥିଲେ। ପାର୍ଟିର ପରିବେଶକୁ ଗୋଲାପୀ ରଙ୍ଗରେ ଲାଇଟିଂ କରାଯାଇଥିଲା। ନୀଲ୍‌ […]

neil-engagement

Rakesh Mallick
  • Published: Wednesday, 08 February 2017
  • , Updated: 08 February 2017, 03:53 PM IST

ମୁମ୍ବାଇ: ବଲିଉଡ୍‌ ଚଳଚ୍ଚିତ୍ର ଅଭିନେତା ନୀଲ ନିତିନ ମୁକେଶ ବାହା ହେଉଛନ୍ତି। ବାହାଘର ପୂର୍ବରୁ ଅର୍ଥାତ ଗତକାଲି ସେ ଓ ତାଙ୍କ ଭାବି ପତ୍ନୀ ରୁକ୍ମଣୀ ଉଦୟପୁରରେ ଏକ ପାର୍ଟି ଅୟୋଜନ କରିଥିଲେ। ଏହି ପାର୍ଟିରେ ପରିବାର ବର୍ଗଙ୍କ ସହ କିଛି ଖାସ୍‌ ବନ୍ଧୁ ସାମିଲ ହୋଇଥିଲେ।

ପାର୍ଟିରେ ନୀଲ୍‌ ଥ୍ରୀ ପିସ୍‌ ସୁଟ୍‌ ପିନ୍ଧିଥିବା ବେଳେ ରୁକ୍ମଣୀ ଧଳା ଓ ଗୋଲଡେନ୍‌ ରଙ୍ଗର ଗାଉନ୍‌ ପିନ୍ଧିଥିଲେ। ପାର୍ଟିର ପରିବେଶକୁ ଗୋଲାପୀ ରଙ୍ଗରେ ଲାଇଟିଂ କରାଯାଇଥିଲା।

ନୀଲ୍‌ ଓ ରୁକ୍ମଣୀଙ୍କ ନିର୍ବନ୍ଧ ଗତବର୍ଷ ଦଶହରା ସମୟରେ ହୋଇଥିଲା।

Related story