/odisha-reporter/media/post_attachments/uploads/2016/09/728379-AyushmannKhurrana-1403970936-280-640x480.jpg)
ayushmann-khurrana
ମୁମ୍ୱାଇ: ‘ଭିକି ଡୋନର’ ଷ୍ଟାର ତଥା କଣ୍ଠଶିଳ୍ପୀ ଅଂଶୁମାନ ଖୁରାନାଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବ। ସେ ତାଙ୍କ ଫିଲ୍ମ ‘ବରେଲି କି ବରଫି’ରେ ଭିନ୍ନ ରୂପରେ ଦେଖିବାକୁ ମିଳିବେ।
Advertisment
ଅଂଶୁମାନ କହିଛନ୍ତି,“ଏହି ଫିଲ୍ମରେ ଦର୍ଶକେ ମୋତେ ଭିନ୍ନ ଭୂମିକାରେ ଦେଖିବେ। ଏଥିପାଇଁ ମୁଁ ବଡ଼ି ବିଲ୍ଡିଂ କରିବା ସହ ଓଜନ ମଧ୍ୟ ହ୍ରାସ କରିଛି।”
ଏହି ଫିଲ୍ମରେ ତାଙ୍କୁ ଜଣେ ପବ୍ଲିସର ଭୂମିକାରେ ଦେଖିବାକୁ ମିଳିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
