ଓସ୍କାର ପୁରସ୍କାର ପ୍ରଦାନ ଉତ୍ସବରେ ଓମ୍‌ ପୁରୀଙ୍କୁ ଶ୍ରଦ୍ଧାଞ୍ଜଳି

ମୁମ୍ବାଇ: ଓସ୍କାର ପୁରସ୍କାର ପ୍ରଦାନ ଉତ୍ସବରେ ବର୍ଷୀୟାନ ଅଭିନେତା ଓମ୍‌ ପୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଓମ୍‌ ପୁରୀଙ୍କର ଜାନୁଆରୀ ୬ ତାରିଖରେ ହୃଦ୍‌ଘାତରେ ପରଲୋକ ଘଟିଥିଲା। ଓମ୍ ପୁରୀ ବଲିଉଡ୍‌ ସହିତ ସେ ପାକିସ୍ତାନୀ, ବ୍ରିଟିଶ୍ ଓ ହଲିଉଡ୍ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ।

bollywood-actor-om-puri-in-pakistan

Rakesh Mallick
  • Published: Monday, 27 February 2017
  • , Updated: 27 February 2017, 02:50 PM IST

ମୁମ୍ବାଇ: ଓସ୍କାର ପୁରସ୍କାର ପ୍ରଦାନ ଉତ୍ସବରେ ବର୍ଷୀୟାନ ଅଭିନେତା ଓମ୍‌ ପୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଓମ୍‌ ପୁରୀଙ୍କର ଜାନୁଆରୀ ୬ ତାରିଖରେ ହୃଦ୍‌ଘାତରେ ପରଲୋକ ଘଟିଥିଲା।

ଓମ୍ ପୁରୀ ବଲିଉଡ୍‌ ସହିତ ସେ ପାକିସ୍ତାନୀ, ବ୍ରିଟିଶ୍ ଓ ହଲିଉଡ୍ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ।

Related story