ଓକେ ଜାନୁ’ର ‘କାରା ଫାଙ୍କାରା’ ଗୀତ ରିଲିଜ୍‌

ମୁମ୍ବାଇ: ବିଲିଉଡ୍‌ ଅଭିନେତା ଆଦିତ୍ୟ କପୁର ଓ ଶ୍ରଦ୍ଧା କପୁରଙ୍କ ଅପ୍‌କମିଂ ଫିଲ୍ମ ‘ଓକେ ଜାନୁ’ର ‘କାରା ଫାଙ୍କାରା’ ଗୀତ ଆଜି ରିଲିଜ୍‌ ହୋଇଛି। ଏହି ଗୀତକୁ ୱାର୍କ, କାଲୀ,ହାର୍ଡ଼କୋର ଓ ଏ.ଡି.କେ କଣ୍ଠଦାନ କରିଛନ୍ତି। ଗୀତରେ ଆଦିତ୍ୟ କପୁର ଓ ଶ୍ରଦ୍ଧା କପୁରଙ୍କ ମଧ୍ୟରେ ରୋମାନ୍ସକୁ ଫୋକସ କରାଯାଇଛି। ‘କାରା ଫାଙ୍କାରା’ ତାମିଲ ଭର୍ସନ ‘ଓକେ କନାମୀ’ର ଗୀତ  ‘କାରା ଆତାକାର’ର ହିନ୍ଦୀ ଭର୍ସନ।  ଏହି ଫିଲ୍ମ ୧୩ ଜାନୁଆରୀରେ ରିଲିଜ୍‌ ହେବ।

ok

Rakesh Mallick
  • Published: Tuesday, 10 January 2017
  • , Updated: 10 January 2017, 06:29 PM IST

ମୁମ୍ବାଇ: ବିଲିଉଡ୍‌ ଅଭିନେତା ଆଦିତ୍ୟ କପୁର ଓ ଶ୍ରଦ୍ଧା କପୁରଙ୍କ ଅପ୍‌କମିଂ ଫିଲ୍ମ ‘ଓକେ ଜାନୁ’ର ‘କାରା ଫାଙ୍କାରା’ ଗୀତ ଆଜି ରିଲିଜ୍‌ ହୋଇଛି। ଏହି ଗୀତକୁ ୱାର୍କ, କାଲୀ,ହାର୍ଡ଼କୋର ଓ ଏ.ଡି.କେ କଣ୍ଠଦାନ କରିଛନ୍ତି।

ଗୀତରେ ଆଦିତ୍ୟ କପୁର ଓ ଶ୍ରଦ୍ଧା କପୁରଙ୍କ ମଧ୍ୟରେ ରୋମାନ୍ସକୁ ଫୋକସ କରାଯାଇଛି।

‘କାରା ଫାଙ୍କାରା’ ତାମିଲ ଭର୍ସନ ‘ଓକେ କନାମୀ’ର ଗୀତ  ‘କାରା ଆତାକାର’ର ହିନ୍ଦୀ ଭର୍ସନ।  ଏହି ଫିଲ୍ମ ୧୩ ଜାନୁଆରୀରେ ରିଲିଜ୍‌ ହେବ।

Related story