ଆସିଲା ‘ଓକେ ଜାନୁ’ର ଟ୍ରେଲର

ମୁମ୍ବାଇ: ରିଲିଜ୍ ହୋଇଛି ‘ଓକେ ଜାନୁ’ର ଟ୍ରେଲର। ଏହି ଫିଲ୍ମରେ ଲିଡ୍ ରୋଲ୍‌ରେ ଅଛନ୍ତି ଆଦିତ୍ୟ ରାୟ କପୁର ଓ ଶ୍ରଦ୍ଧା କପୁର। ଉଭୟ ଏହି ଟ୍ରେଲରରେ ଖୁବ ମଉଜ୍‌ମସ୍ତି କରୁଥିବା ଦେଖିବାକୁ ମିଳିଛି। ଏ ଫିଲ୍ମର କାହାଣୀ ଲିଭ୍ ଇନ୍ ରିଲେସନ୍‌ସିପ୍‌କୁ ନେଇ ଗତିଶୀଳ ହୋଇଥିବା ଜଣାପଡ଼ିଛି। ତାମିଲ ବ୍ଲକ୍ ବଷ୍ଟର ‘ଓକେ କନମନି’ର ଅଫିସିଆଲ୍ ରିମେକ୍ ହେଉଛି ‘ଓକେ ଜାନୁ’। ମଣିରତ୍ନମ ଓ କରଣ ଜୋହରଙ୍କ ପ୍ରଯୋଜିତ ଓ ମାଡ୍ରାସ୍ ଟକିଜ୍ ବ୍ୟାନରରେ ନିର୍ମାଣ […]

aditya

Rakesh Mallick
  • Published: Tuesday, 13 December 2016
  • , Updated: 13 December 2016, 09:55 AM IST

ମୁମ୍ବାଇ: ରିଲିଜ୍ ହୋଇଛି ‘ଓକେ ଜାନୁ’ର ଟ୍ରେଲର। ଏହି ଫିଲ୍ମରେ ଲିଡ୍ ରୋଲ୍‌ରେ ଅଛନ୍ତି ଆଦିତ୍ୟ ରାୟ କପୁର ଓ ଶ୍ରଦ୍ଧା କପୁର। ଉଭୟ ଏହି ଟ୍ରେଲରରେ ଖୁବ ମଉଜ୍‌ମସ୍ତି କରୁଥିବା ଦେଖିବାକୁ ମିଳିଛି।

ଏ ଫିଲ୍ମର କାହାଣୀ ଲିଭ୍ ଇନ୍ ରିଲେସନ୍‌ସିପ୍‌କୁ ନେଇ ଗତିଶୀଳ ହୋଇଥିବା ଜଣାପଡ଼ିଛି। ତାମିଲ ବ୍ଲକ୍ ବଷ୍ଟର ‘ଓକେ କନମନି’ର ଅଫିସିଆଲ୍ ରିମେକ୍ ହେଉଛି ‘ଓକେ ଜାନୁ’।

ମଣିରତ୍ନମ ଓ କରଣ ଜୋହରଙ୍କ ପ୍ରଯୋଜିତ ଓ ମାଡ୍ରାସ୍ ଟକିଜ୍ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶାଦ୍ ଅଲ୍ଲୀ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏ.ଆର. ରହମାନ୍।

ଫିଲ୍ମଟି ଆସନ୍ତା ମାସ ୧୭ ତାରିଖରେ ରିଲିଜ୍ ହେବ।

Related story