ଅଡୁଆରେ ‘ଟଏଲେଟ୍’: ଫିଲ୍ମରୁ ଉପାର୍ଜିତ ଟଙ୍କାରୁ ଭାଗ ମାଗୁଛନ୍ତି କାହାଣୀର ଅସଲ ହିରୋଇନ୍

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଟଏଲେଟ୍: ଏକ୍ ପ୍ରେମକଥା’କୁ ଏବେ ଏକ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଛି। ଏ ଫିଲ୍ମଟି ଏକ ସତ କାହାଣୀ ଉପରେ ପର୍ଯ୍ୟବଶିତ। ଜଣେ ମହିଳାଙ୍କ ଜୀବନ କାହାଣୀ ଉପରେ ଫିଲ୍ମଟି ତିଆରି ହୋଇଛି। ତେବେ ସମସ୍ୟା ହେଲା, ଯେଉଁ ମହିଳାଙ୍କ ଜୀବନକୁ ନେଇ ଏହା ତିଆରି ହୋଇଛି, ସେ ଏବେ ଟଙ୍କା ଦାବି କରିଛନ୍ତି। କହିଛନ୍ତି, ଫିଲ୍ମରୁ ଉର୍ପାଜନ ହେବାକୁ ଥିବା ଟଙ୍କାରୁ ସେ ଭାଗ ନେବେ। ଏହି ଭଦ୍ରମହିଳାଙ୍କ ନାଁ […]

Anita

Anita

Rakesh Mallick
  • Published: Friday, 21 July 2017
  • Updated: 21 July 2017, 03:05 PM IST

Sports

Latest News

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ଟଏଲେଟ୍: ଏକ୍ ପ୍ରେମକଥାକୁ ଏବେ ଏକ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଛି। ଏ ଫିଲ୍ମଟି ଏକ ସତ କାହାଣୀ ଉପରେ ପର୍ଯ୍ୟବଶିତ। ଜଣେ ମହିଳାଙ୍କ ଜୀବନ କାହାଣୀ ଉପରେ ଫିଲ୍ମଟି ତିଆରି ହୋଇଛି। ତେବେ ସମସ୍ୟା ହେଲା, ଯେଉଁ ମହିଳାଙ୍କ ଜୀବନକୁ ନେଇ ଏହା ତିଆରି ହୋଇଛି, ସେ ଏବେ ଟଙ୍କା ଦାବି କରିଛନ୍ତି। କହିଛନ୍ତି, ଫିଲ୍ମରୁ ଉର୍ପାଜନ ହେବାକୁ ଥିବା ଟଙ୍କାରୁ ସେ ଭାଗ ନେବେ।

ଏହି ଭଦ୍ରମହିଳାଙ୍କ ନାଁ ହେଲା ଅନୀତା। ଘର ମଧ୍ୟପ୍ରଦେଶର ବେତୁଳ ଜିଲ୍ଲାରେ। କିଛିଦିନ ପୂର୍ବରୁ ଟଏଲେଟ୍ ଏକ୍ ପ୍ରେମକଥା ଫିଲ୍ମର ନିର୍ଦ୍ଦେଶକ ଶ୍ରୀ ନାରାୟଣ ସିଂ ଓ ଅଭିନେତ୍ରୀ ଭୂମି ପେଡନକର, ମଧ୍ୟପ୍ରେଦଶର ବେତୁଳ ଜିଲ୍ଲାକୁ ଯାଇ ଅନୀତାଙ୍କ ସହ କଥା ହେ।ଇଥିଲେ। ତାଙ୍କ ସହ ଚୁକ୍ତି ପାଇଁ ଏକ କଣ୍ଟ୍ରାକ୍ଟ ପେପର ଦେଇକି ଆସିଥିଲେ। କଣ୍ଟ୍ରାକ୍ଟ ଅନୁଯାୟୀ, ଅନୀତାଙ୍କୁ ୫ ଲକ୍ଷ ଟଙ୍କା ଦିଆଯିବ। ଅନୀତା କିନ୍ତୁ ଚୁକ୍ତିରେ ସ୍ୱାକ୍ଷର କରିନଥିଲେ। ଏଥିପାଇଁ ସେ କିଛି ସମୟ ମାଗିଥିଲେ। କିନ୍ତୁ ଏବେ ଅନୀତା ଦାବି କରୁଛନ୍ତି ଯେ, ଫିଲ୍ମରୁ ଅର୍ଜିତ ପୂରା ଟଙ୍କାରୁ ସେ ଭାଗନେବେ। ନହେଲେ ସେ କଣ୍ଟ୍ରାକ୍ଟ ପେପରରେ ସ୍ୱାକ୍ଷର କରିବେ ନାହିଁ।

ଫିଲ୍ମ ନିର୍ଦ୍ଦେଶକ କହିଛନ୍ତି, ବାସ୍ତବ କଥା ହେଲା, ଫିଲ୍ମ ସୁଟିଂ ପୂର୍ବରୁ ଏମିତି ଯେ କେହି ମହିଳା ଅଛନ୍ତି ତାହା ଆମେ ଜାଣି ନଥିଲୁ। ତେଣୁ ଆମେ ସୁଟିଂ ପାଇଁ କାହାଣୀ ପ୍ରସ୍ତୁତ କରିଥିଲୁ। କିନ୍ତୁ ସୁଟିଂ ଆରମ୍ଭ ହେବାପରେ ହିଁ ଜଣା ପଡ଼ିଲା ଯେ, ଅନୀତା ନାମ୍ନୀ ସତରେ କେହି ମହିଳା ଅଛନ୍ତି ଓ ତାଙ୍କ କାହାଣୀ ସହ ଆମ ଫିଲ୍ମର କାହାଣୀ ମିଶୁଛି। ସେତେବେଳେ ଆମେ ବିଚାର କଲୁ ଯେ, ମହିଳାଙ୍କୁ ତାଙ୍କ ଅଧିକାର ଦେବା ଉଚିତ। ସେଇଥି ପାଇଁ ହିଁ ଆମେ ତାଙ୍କୁ ଟଙ୍କା ଦେବାକୁ ରାଜି ହୋଇଥିଲୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story