ଓଟିଭିର 'ଆଶାର ଆଲୋକ' କାର୍ଯ୍ୟକ୍ରମରେ ଦୁଇ କିନ୍ନର ଗୋଷ୍ଠୀଙ୍କ ବିବାଦର ସମାଧାନ

ଭୁବନେଶ୍ୱର: ସମାଜରେ ରହିଲେ ବିବାଦ ଅଛି, ସମସ୍ୟା ବି ଅଛି। କିନ୍ତୁ ସମସ୍ୟା ଅଛି ମାନେ ସମାଧାନର ବାଟ ବି ଅଛି। ଏମିତି ଭାବଧାରାକୁ ନେଇ ଓଡ଼ିଶାର ନମ୍ୱର-୧ ନ୍ୟୁଜ୍ ଚ୍ୟାନେଲ୍ ଓଟିଭିରେ ଚାଲିଛି ନୂଆ ଧରଣର କାର୍ଯ୍ୟକ୍ରମ ‘ଜୀବନ ଦୋଛକିରେ ଆଶାର ଆଲୋକ’। ଏ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା, ବାସ୍ତବ ଦୁନିଆରେ ଦେଖାଦେଉଥିବା ପାରିବାରିକ ମତାନ୍ତରର ଆପୋଷ ସମାଧାନ କରିବା। ଏହି ଘଣ୍ଟିକିଆ କାର୍ଯ୍ୟକ୍ରମର ଆଙ୍କରିଂ କରୁଛନ୍ତି ଓଡ଼ିଆ ସିନେମାର ଭେଟେରାନ୍ ଅଭିନେତା ମିହିର […]

k2

k2

Rakesh Mallick
  • Published: Friday, 27 May 2016
  • Updated: 27 May 2016, 10:44 AM IST

Sports

Latest News

k2ଭୁବନେଶ୍ୱର: ସମାଜରେ ରହିଲେ ବିବାଦ ଅଛି, ସମସ୍ୟା ବି ଅଛି। କିନ୍ତୁ ସମସ୍ୟା ଅଛି ମାନେ ସମାଧାନର ବାଟ ବି ଅଛି। ଏମିତି ଭାବଧାରାକୁ ନେଇ ଓଡ଼ିଶାର ନମ୍ୱର-୧ ନ୍ୟୁଜ୍ ଚ୍ୟାନେଲ୍ ଓଟିଭିରେ ଚାଲିଛି ନୂଆ ଧରଣର କାର୍ଯ୍ୟକ୍ରମ 'ଜୀବନ ଦୋଛକିରେ ଆଶାର ଆଲୋକ'। ଏ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା, ବାସ୍ତବ ଦୁନିଆରେ ଦେଖାଦେଉଥିବା ପାରିବାରିକ ମତାନ୍ତରର ଆପୋଷ ସମାଧାନ କରିବା। ଏହି ଘଣ୍ଟିକିଆ କାର୍ଯ୍ୟକ୍ରମର ଆଙ୍କରିଂ କରୁଛନ୍ତି ଓଡ଼ିଆ ସିନେମାର ଭେଟେରାନ୍ ଅଭିନେତା ମିହିର ଦାସ।

୯ଟି ଅଧ୍ୟାୟ ପ୍ରସାରଣ ହୋଇ ସାରିଥିବା ଏହି ନିଆରା କାର୍ଯ୍ୟକ୍ରମରେ ଏଥରର ଆକର୍ଷଣ ହେଉଛନ୍ତି କଟକର ଦୁଇ କିନ୍ନର ଗୋଷ୍ଠୀ। ସବୁବେଳେ 'ଆଶାର ଆଲୋକ' ମଂଚରେ ପରିବାରର ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ବିବାଦ ସମାଧାନ କରାଯାଉଥିବା ବେଳେ ଏହି ଏପିସୋଡରେ ପ୍ରଥମ ଥର ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରାଯାଇଛି।

କିନ୍ନର ମାନଙ୍କ ପ୍ରତି ଧୀରେ ଧୀରେ ସାମାଜିକ ଦୃଷ୍ଟିକୋଣ ବଦଳିବାରେ ଲାଗିଛି। ବାସ୍ତବ ଦୁନିଆରେ ଜୀବନର ଦୋଛକିରେ ଠିଆ ହୋଇଥିବା ଏହି ଲୋକମାନଙ୍କ ଭିତରେ ବି ସୁଖଦୁଃଖ ବାଦବିବାଦ ରହିଛି। କିନ୍ତୁ 'ଆଶାର ଆଲୋକ' ମଂଚରେ ସେମନେ ପରସ୍ପର ଭିତରେ ଥିବା ସବୁ ବିବାଦ ଭୁଲି ସେମାନଙ୍କର ସାମୂହିକ ସ୍ୱାର୍ଥ ନିଜ ପାଇଁ ମିଳିତ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ଅଧ୍ୟାୟଟି 'ଆଶାର ଆଲୋକ' କାର୍ଯ୍ୟକ୍ରମର ଅନ୍ୟସବୁ ଏପିସୋଡ୍‌ଠାରୁ ଖୁବ୍ ନିଆରା ଓ ଉତ୍କଣ୍ଠାପୂର୍ଣ୍ଣ ହୋଇଛି। ମିହିର ଦାସ ଓ କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏମାନଙ୍କ ସମସ୍ୟା ସମାଧାନ ଦିଗରେ ଖୁବ୍ ଚେଷ୍ଟା କରିଛନ୍ତି। 'ଆଶାର ଆଲୋକ'ର ଏହି ଅଧ୍ୟାୟଟି ୨୮ ତାରିଖ ଶନିବାର ରାତି ୧୦ଟାରେ ପ୍ରସାରଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story