ଏମିତି ଦିଶୁଛନ୍ତି ଅପ୍‌କମିଂ ଫିଲ୍ମ ‘ପଦ୍ମାବତୀ’ର ଖଳନାୟକ

ମୁମ୍ବାଇ: ସଞ୍ଜୟଲୀଲା ଭଂସାଲୀଙ୍କ ଅପ୍‌କମିଂ ଫିଲ୍ମ ‘ପଦ୍ମାବତୀ’ରେ ଦୀପିକା ପାଦୁକେନ ଓ ସାହିଦ କପୁରଙ୍କ ଲୁକକୁ ଦର୍ଶକେ ଖୁବ ପସନ୍ଦ କରିଛନ୍ତି। ଏଥିରେ ତଡକା ଲଗାଇଛି ଆଜି ରିଲିଜ ହୋଇଥିବା ଫିଲ୍ମର ଖଳନାୟକ ଆଲ୍ଲାଉଦ୍ଦିନ ଖିଲିଜ୍‌ଙ୍କ ଲୁକ୍‌। ଏହି ଚରିତ୍ରରେ ପ୍ରଥମ ଥର ପାଇଁ ଖଳନାୟକ ଭୂମିକାରେ ପରଦାକୁ ଆସୁଛନ୍ତି ରଣବୀର ସିଂ। ରିଲିଜ ହୋଇଥିବା ପୋଷ୍ଟରରେ ରଣବୀର ଭୟଙ୍କର ଦେଖା ଯାଉଛନ୍ତି। ଆଲ୍ଲାଉଦ୍ଦିନ ଖିଲିଜଙ୍କ ଚରିତ୍ର ପରି ତାଙ୍କୁ ଏହି ଫିଲ୍ମରେ ଲୁକ୍‌ ଦିଆଯାଇଛି। ଆଜି […]

ranbir

ranbir

Rakesh Mallick
  • Published: Tuesday, 03 October 2017
  • Updated: 03 October 2017, 10:09 AM IST

Sports

Latest News

ମୁମ୍ବାଇ: ସଞ୍ଜୟଲୀଲା ଭଂସାଲୀଙ୍କ ଅପ୍‌କମିଂ ଫିଲ୍ମ ‘ପଦ୍ମାବତୀ’ରେ ଦୀପିକା ପାଦୁକେନ ଓ ସାହିଦ କପୁରଙ୍କ ଲୁକକୁ ଦର୍ଶକେ ଖୁବ ପସନ୍ଦ କରିଛନ୍ତି। ଏଥିରେ ତଡକା ଲଗାଇଛି ଆଜି ରିଲିଜ ହୋଇଥିବା ଫିଲ୍ମର ଖଳନାୟକ ଆଲ୍ଲାଉଦ୍ଦିନ ଖିଲିଜ୍‌ଙ୍କ ଲୁକ୍‌। ଏହି ଚରିତ୍ରରେ ପ୍ରଥମ ଥର ପାଇଁ ଖଳନାୟକ ଭୂମିକାରେ ପରଦାକୁ ଆସୁଛନ୍ତି ରଣବୀର ସିଂ।

ରିଲିଜ ହୋଇଥିବା ପୋଷ୍ଟରରେ ରଣବୀର ଭୟଙ୍କର ଦେଖା ଯାଉଛନ୍ତି। ଆଲ୍ଲାଉଦ୍ଦିନ ଖିଲିଜଙ୍କ ଚରିତ୍ର ପରି ତାଙ୍କୁ ଏହି ଫିଲ୍ମରେ ଲୁକ୍‌ ଦିଆଯାଇଛି।

ଆଜି ଏହି ପୋଷ୍ଟର ରିଲିଜ୍‌ ହେବ ବୋଲି ଗତକାଲି ଟ୍ୱିଟ୍‌ କରି କହିଥିଲେ ରଣବୀର।

ranveer-singhସଞ୍ଜୟଙ୍କ ଫିଲ୍ମ ‘ପଦ୍ମାବତୀ’ର ସୁଟିଂ ଆରମ୍ଭରୁ ବିବାଦ ଦେଖା ଦେଇଥିଲା। ଗୁଜରାଟ ଓ ରାଜସ୍ଥାନରେ ଏହାକୁ ବିରୋଧ କରାଯାଇଥିଲା। ହାର୍ଦ୍ଦିକ ପଟେଲଙ୍କ ପାଟିଦାର ନବ ନିର୍ମାଣ ସେନା ଓ ରାଜସ୍ଥାନର ରାଜପୁତ କରଣୀ ସେନା ଫିଲ୍ମକୁ ତୀବ୍ର ବିରୋଧ କରିଥିଲେ। ଏପରିକି ରାଜସ୍ଥାନରେ ଏହି ଫିଲ୍ମର ସୁଟିଂ କରାଇ ନଦେବାକୁ ରାଜପୁତ କରଣୀ ସେନା ଚେତାବନୀ ଦେଇଥିଲା। କାହାଣୀରେ ସତ୍ୟତାକୁ ଗୁରୁତ୍ୱ ଦେବାକୁ ହାର୍ଦ୍ଦିକ ନିର୍ଦ୍ଦେଶକ ଭଂସାଲୀକୁ ଚିଠି ମାଧ୍ୟମରେ ଜଣାଇଥିଲେ। ସେ ଚିଠିରେ ଦର୍ଶାଇଥିଲେ ଯେ- “ଏହା ଇତିହାସ ଉପରେ ପର୍ଯ୍ୟବେଶିତ ହୋଇଥିବାରୁ ଫିଲ୍ମରେ ସତ୍ୟତାକୁ ଗୁରୁତ୍ୱ ଦିଆ ନଗଲେ ଲୋକମାନଙ୍କ ଭାବନାରେ ଶକ୍ତ ଧକ୍କା ଲାଗିବ। ଭଂସାଲୀ କାହାଣୀରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଲିଖିତ ଭାବେ ନ ଜଣାଇବା ପର୍ଯ୍ୟନ୍ତ ଗୁଜରାଟରେ ଏହାର ସୁଟିଂ କରାଇ ଦିଆଯିବ ନାହିଁ। ଯଦି କାହାଣୀରେ କିଛି ପରିବର୍ତ୍ତନ କରାଯାଏ ତେବେ ଏହାକୁ ଦେଶର କୌଣସି ସିନେମା ହଲ୍‌ରେ ରିଲିଜ ହେବାକୁ ମଧ୍ୟ ଦିଆଯିବ ନାହିଁ।”

‘ପଦ୍ମାବତୀ’ରେ ଦୀପିକା ପାଦୁକୋନ ପଦ୍ମାବତୀ, ସାହିଦ୍ କପୁର ଚିତ୍ତୋର ରାଜା ରତନସେନା ଏବଂ ରଣବୀର ସିଂହ ଆଲ୍ଲାଉଦ୍ଦିନ ଖିଲଜୀ ଭୂମିକାରେ ନଜରକୁ ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story