ପାକ୍‌ କ୍ରିକେଟର ରମୀଜ ରାଜାଙ୍କ ଫିଲ୍ମରେ ହିରୋ ହେବେ ସଞ୍ଜୟ

ମୁମ୍ବାଇ: ପାକିସ୍ତାନର ପୂର୍ବତନ କ୍ରିକେଟର ରମୀଜ ରାଜା ଖୁବ୍‌ଶୀଘ୍ର ଫିଲ୍ମ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ରମୀଜଙ୍କ ଫିଲ୍ମରେ ବିଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଜିୟୋ ନ୍ୟୁଜ ସୂତ୍ରରୁ ଜଣାପଡ଼ିଛି ଯେ, କ୍ରିକେଟ୍‌ ଖେଳ ଜରିଆରେ ଆତଙ୍କବାଦୀଙ୍କୁ ଶେଷ କରାଯିବା ଉପରେ ରମୀଜଙ୍କ ଫିଲ୍ମର କାହାଣୀ ଅଧାରିତ। ଏହି ଫିଲ୍ମରେ ଏକ୍ସସନ୍‌ ଓ ସନପେନ୍ସ ଦେଖିବାକୁ ମିଳିବ। ଫିଲ୍ମ ପାଇଁ  କିଏ ହିରୋଇନ୍‌ ହେବ ସ୍ଥିର ହୋଇନାହିଁ।

ramij-raja

Rakesh Mallick
  • Published: Friday, 03 February 2017
  • , Updated: 03 February 2017, 04:40 PM IST

ମୁମ୍ବାଇ: ପାକିସ୍ତାନର ପୂର୍ବତନ କ୍ରିକେଟର ରମୀଜ ରାଜା ଖୁବ୍‌ଶୀଘ୍ର ଫିଲ୍ମ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ରମୀଜଙ୍କ ଫିଲ୍ମରେ ବିଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

ଜିୟୋ ନ୍ୟୁଜ ସୂତ୍ରରୁ ଜଣାପଡ଼ିଛି ଯେ, କ୍ରିକେଟ୍‌ ଖେଳ ଜରିଆରେ ଆତଙ୍କବାଦୀଙ୍କୁ ଶେଷ କରାଯିବା ଉପରେ ରମୀଜଙ୍କ ଫିଲ୍ମର କାହାଣୀ ଅଧାରିତ। ଏହି ଫିଲ୍ମରେ ଏକ୍ସସନ୍‌ ଓ ସନପେନ୍ସ ଦେଖିବାକୁ ମିଳିବ। ଫିଲ୍ମ ପାଇଁ  କିଏ ହିରୋଇନ୍‌ ହେବ ସ୍ଥିର ହୋଇନାହିଁ।

Related story