ବାପା ହେଲେ ‘ଡିଜେ ବାଲେ ବାବୁ’  ଆଦିତ୍ୟ ପ୍ରତୀକ

ମୁମ୍ବାଇ: ହିନ୍ଦୀ ରାପ୍‌ ସିଙ୍ଗର ବାଦଶାହା କୁହାଯାଉଥିବା ଆଦିତ୍ୟ ପ୍ରତୀକ୍‌ ସିଂ ବାପା ହୋଇଛନ୍ତି। ବାଦଶାହାଙ୍କ ପତ୍ନୀ ଜ୍ୟାସମିନ୍‌ ଲଣ୍ଡନରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି। କିନ୍ତୁ କାମରେ ବ୍ୟସ୍ତ ଥିବାରୁ ଝିଅ ସହ ସମୟ ବିତାଇବାକୁ ସୁଯୋଗ ପାଇ ନାହାନ୍ତି ଆଦିତ୍ୟ ପ୍ରତୀକ୍‌। ଆଦିତ୍ୟ ବର୍ତ୍ତମାନ ଟ୍ୟାଲେଣ୍ଟ ଶୋ ‘ଦିଲ୍‌ ହେ ହିନ୍ଦୁସ୍ତାନୀ’ ସୁଟିଂରେ ବ୍ୟସ୍ତ ଅଛନ୍ତି।

Rapper-Badshah

Rakesh Mallick
  • Published: Thursday, 12 January 2017
  • , Updated: 13 January 2017, 11:01 AM IST

ମୁମ୍ବାଇ: ହିନ୍ଦୀ ରାପ୍‌ ସିଙ୍ଗର ବାଦଶାହା କୁହାଯାଉଥିବା ଆଦିତ୍ୟ ପ୍ରତୀକ୍‌ ସିଂ ବାପା ହୋଇଛନ୍ତି। ବାଦଶାହାଙ୍କ ପତ୍ନୀ ଜ୍ୟାସମିନ୍‌ ଲଣ୍ଡନରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି। କିନ୍ତୁ କାମରେ ବ୍ୟସ୍ତ ଥିବାରୁ ଝିଅ ସହ ସମୟ ବିତାଇବାକୁ ସୁଯୋଗ ପାଇ ନାହାନ୍ତି ଆଦିତ୍ୟ ପ୍ରତୀକ୍‌।

ଆଦିତ୍ୟ ବର୍ତ୍ତମାନ ଟ୍ୟାଲେଣ୍ଟ ଶୋ ‘ଦିଲ୍‌ ହେ ହିନ୍ଦୁସ୍ତାନୀ’ ସୁଟିଂରେ ବ୍ୟସ୍ତ ଅଛନ୍ତି।

Related story